" टिश्यू पेपर का एक टुकड़ा आंखों को पोंछने या होठों को पोंछने पर किसी व्यक्ति की स्थिति का निर्धारण कर सकता है।"
A piece of tissue paper can determine the situation of a person by useing it on wipes the eyes or wipes the lips.
ରଜ ସାବିତ୍ରୀ ଫିକା କରିଦେଲା କରୋନା ସାଜି ଅଇରୀ, ଫଟୋ ଧରି ହାତେ ସୁପରି କିଲର ଛକିଛି, ଦେବ ଟି ଜୀବନୁ ମାରି । ମୁହଁରେ ମାସ୍କ୍ ଢାଂକି ଦେଇ ହାତେ ସାନିଟାଇଜର ଦେଲେ ବୋଳି, ଚଖମା ପାଇ ସୁପରି କିଲର ଫେରି ଯିବ କେହି ନାହିଁ ବୋଲି ॥ ...............ଶ୍ରୀୟା ଊବଚ ।
ରଜ ସାବିତ୍ରୀ ଫିକା କରିଦେଲା କରୋନା ସାଜି ଅଇରୀ, ଫଟୋ ଧରି ହାତେ ସୁପାରି କିଲର ଛକିଛି, ଦେବ ଟି ଜୀବନୁ ମାରି । ମୁହଁରେ ମାସ୍କ୍ ଢାଂକି ଦେଇ ହାତେ ସାନିଟାଇଜର ଦେଲେ ବୋଳି, ଚଖମା ପାଇ ସୁପାରି କିଲର ଫେରି ଯିବ କେହି ନାହିଁ ବୋଲି ॥ ...............ଶ୍ରୀୟା ଊବାଚ ।
ଅସଲ ଗଣିତ ଏ ମାନ ଅଭିମାନ ଭାଗଶେଷ ରହେ ଶୁନ ମାନେଇ ପାରିଲେ ହୁଏ ହିସାବ ସମାନ ନ ପାରିଲେ ଆଉ ଗୁଣୁ ।। ମାନେଇବା ଟା ମାନସାଙ୍କ ସୂତ୍ର ମଧୁର କଥା ରେ ହୁଏ ସମାଧାନ, ସମିକରଣର ସରଳ ସୂତ୍ର ଟା ପ୍ରେମୀକେ ପ୍ରେମ କାବ୍ୟ ପଢି ଜାଣ ।। @ଶ୍ରୀୟାକାନ୍ତ ପଟ୍ଟନାୟକ