ମୁଁ ଦରିଆ ବୁକୁରେ ବେପଥୁ ନାବିକ ଜୀବନର ତରୀ ଦେଇଛି ମୁଁ ମେଲି ଚତୁର୍ଦିଗ ଅନ୍ଧକାର ତୁମେ ବେଳାଭୂମି ବତୀଘର .।।।।।। ଵତୀଘର ଟିଏ ମୁଁ ତୁମ ପାଇଁ ସାରା ରାତି ଉଜାଗର ତୁମେ ପରଦେଶୀ କେମିତି ବୁଝି ବ ଜଳି ଜଳି ମରେ ରାତି ପାହିଯାଏ ମୋର ,,,,,,,,, ।।।।।.।।୍।।।।।।।।।।।।୍୍।।।।।। ପ୍ରଫୁଲ୍ଲ ଦାସ ।ଅହିୟାସ କମାଳପୁର ।।।।।।।।

ନିଜସ୍ୱ ।।।। ଅସାମାଜିକ ଲୋକ ଆଇନ କୁ ହାତକୁ ନେଵା ଅପରାଧ କିନ୍ତୁ ସାମାଜିକ ଲୋକ ଆଇନ ର ଅପଵ୍ୟଵହାର କୁ ବିରୋଧ କରିବା ଅପରାଧ ନୁହେଁ

ତୁମେ ଭଲ ବାପା ଓ ସ୍ୱାମୀ ଟେ ହେବା ସହିତ ଭଲ ମାମୁଁ ଦାଦା ମଉସା ଭାଇ ଭଲ ପଡିଶା ହେବା ଉଚିତ ତାହେଲେ ତୁମର ସାମାଜିକ ତା ଅଛି

ନିଜସ୍ୱ ।।।।।।। ତୁମେ ଶିକ୍ଷିତ, ଠିକ୍ ଅଛି । କିନ୍ତୁ ସେ ଶିକ୍ଷା ଯଦି ସଂସ୍କାର ଵିହୀନ,ଚରିତ୍ର ବିହୀନ ତହା ସମାଜ ପାଇଁ କ୍ଷତି କାରକ
ଡାହାଣୀଆ ତୁମ ଚୋରା ଚାହାଣୀ ମୋତେ କଲା ବାୟାଣୀ ଲୁଚି ଦେଖୁଥିଲା କଳା କୋଇଲି ଟା ଖସିଗଲା ମୋର ଓଢ଼ଣୀ ତୁମ ନଜର ଟା ଭାରି ଦୁଷ୍ଟାମୀ ଝୁଣ୍ଟି ପଡୁ ପଡୁ ସାଥେ ଆସୁଥିଲା ବଉଳ ପଛରୁ ଧରିଲା ଟାଣି ।।।।।।।।।।।।।୍୍୍୍୍୍।।।।।।।।୍।