STORYMIRROR

ମୁଁ ଦରିଆ ...

ମୁଁ ଦରିଆ ବୁକୁରେ ବେପଥୁ ନାବିକ ଜୀବନର ତରୀ ଦେଇଛି ମୁଁ ମେଲି ଚତୁର୍ଦିଗ ଅନ୍ଧକାର ତୁମେ ବେଳାଭୂମି ବତୀଘର .।।।।।। ଵତୀଘର ଟିଏ ମୁଁ ତୁମ ପାଇଁ ସାରା ରାତି ଉଜାଗର ତୁମେ ପରଦେଶୀ କେମିତି ବୁଝି ବ ଜଳି ଜଳି ମରେ ରାତି ପାହିଯାଏ ମୋର ,,,,,,,,, ।।।।।.।।୍।।।।।।।।।।।।୍୍।।।।।। ପ୍ରଫୁଲ୍ଲ ଦାସ ।ଅହିୟାସ କମାଳପୁର ।।।।।।।।

By Prafulla Das
 322


More oriya quote from Prafulla Das
11 Likes   0 Comments
26 Likes   0 Comments
18 Likes   0 Comments
20 Likes   0 Comments
16 Likes   0 Comments