STORYMIRROR
ମୁଁ ଦରିଆ ...
ମୁଁ ଦରିଆ ...
ମୁଁ ଦରିଆ ...
“
ମୁଁ ଦରିଆ ବୁକୁରେ ବେପଥୁ ନାବିକ
ଜୀବନର ତରୀ ଦେଇଛି ମୁଁ ମେଲି
ଚତୁର୍ଦିଗ ଅନ୍ଧକାର
ତୁମେ ବେଳାଭୂମି ବତୀଘର
.।।।।।।
ଵତୀଘର ଟିଏ ମୁଁ ତୁମ ପାଇଁ
ସାରା ରାତି ଉଜାଗର
ତୁମେ ପରଦେଶୀ କେମିତି ବୁଝି ବ
ଜଳି ଜଳି ମରେ
ରାତି ପାହିଯାଏ ମୋର ,,,,,,,,,
।।।।।.।।୍।।।।।।।।।।।।୍୍।।।।।।
ପ୍ରଫୁଲ୍ଲ ଦାସ ।ଅହିୟାସ
କମାଳପୁର
।।।।।।।।
”
316
More oriya quote from Prafulla Das
Download StoryMirror App