STORYMIRROR
ଡାହାଣୀଆ...
ଡାହାଣୀଆ ତୁମ ...
ଡାହାଣୀଆ ...
“
ଡାହାଣୀଆ ତୁମ ଚୋରା ଚାହାଣୀ
ମୋତେ କଲା ବାୟାଣୀ
ଲୁଚି ଦେଖୁଥିଲା କଳା କୋଇଲି ଟା
ଖସିଗଲା ମୋର ଓଢ଼ଣୀ
ତୁମ ନଜର ଟା ଭାରି ଦୁଷ୍ଟାମୀ
ଝୁଣ୍ଟି ପଡୁ ପଡୁ
ସାଥେ ଆସୁଥିଲା ବଉଳ
ପଛରୁ ଧରିଲା ଟାଣି
।।।।।।।।।।।।।୍୍୍୍୍୍।।।।।।।।୍।
”
246
More oriya quote from Prafulla Das
Download StoryMirror App