Sabita Nayak
Literary Brigadier
AUTHOR OF THE YEAR 2021 - NOMINEE

145
Posts
2
Followers
1
Following

Teacher.interested in writing poems,stories,quotes,dramas ନୀରବ ରାତି ନୀରବ ଜହ୍ନ ମୁଁ ବି ନୀରବି ଯିବି ତୁମପରି ହୋଇଯିବି ଗୁମ୍ ସୁମ୍ ମିଶିଯିବି ତୁମରି ନୀରବତାରେ ହଜିଯିବି ତୁମରି ପ୍ରତିଟି ଭାବନାରେ

Share with friends

ପ୍ରତିକୂଳ ପରିସ୍ଥିତିରେ ଡଙ୍ଗାବାହି ଯିଏ ନଈର ଆରପାରିରେ ପହଞ୍ଚେ ତାକୁ ପ୍ରକୃତ ନାଉରି କହନ୍ତି ।

लोग कितनी बदमाश होते है ,दूसरों को गले लगाकर अपना केहकर सबकुछ लुटते हैं और हम कितना बेकुब है दुसरों की चिकनी बातों में आकर सब कुछ लुटा देते हैं।

ପରିସ୍ଥିତି ସବୁବେଳେ ସମାନ ନଥାଏ। କାହାର ଅସହାୟ ଅବସ୍ଥାରେ ତାକୁ ତାଚ୍ଛଲ୍ୟ କରନାହିଁ। ତୁମକୁ ହୃଦୟର ସହ ଯିଏ ଭଲପାଏ ତାକୁ ତାର ଅସୁବିଧା ବେଳେ ଛାଡି ଚାଲିଯାଅନା। ସମୟ ପୁଣି କରଲେଉଟାଏ। ହୁଏତ ତୁମେ କେବେ ତା'ର ଭଲପାଇବା ହୃଦୟଙ୍ଗମ କରିପାରିବ, ସେତେବେଳେ କ'ଣ ତା' ଭଲପାଇବା ଆଗଭଳି ତୁମପାଇଁ ଥିବ?

ନିଜର ଅହଂକାରକୁ ତ୍ଯାଗ କରି "ମୁଁ କରୁଛି ବୋଲି" ଭାବନାକୁ "ଈଶ୍ବର ମୋ ଦ୍ବାରା କରାଉଛନ୍ତି " ରୂପାନ୍ତରିତ କରିବା ଦ୍ବାରା ଅହଂଭାବ ବିନାଶ ହୋଇଥାଏ।

କର୍ମ ହିଁ ଭଗବାନ। ଈଶ୍ବର ଆମର ପ୍ରତିଟି କର୍ମର ମୁକସାକ୍ଷୀ।ସମୟ ବଡ ବଳବାନ। ଈଶ୍ବରଙ୍କ ନିର୍ଦ୍ଦେଶରେ ନିର୍ଦ୍ଧାରିତ ସମୟରେ କର୍ମର ଫଳ ମିଳିଥାଏ।

ଯେ ପର୍ଯ୍ୟନ୍ତ ମନୁଷ୍ଯ ନିଜର ଭୁଲ୍ ଗୁଡିକ ନ ଜାଣିଛି,ସେ ପର୍ଯ୍ୟନ୍ତ ସେ ବାରମ୍ବାର ଏକାଭଳି ଭୁଲ୍ କରି ଚାଲିଥିବ।

ନିଜପାଇଁ ପ୍ରତ୍ୟେକ ଦିନ କିଛିସମୟ ବାହାର କରି ନିଜ ସହିତ ନିରବରେ ବିତାଅ।ନିଜର କାର୍ଯ୍ଯ ତଥା ଅନ୍ୟକୁ କହିଥିବା ଶବ୍ଦଗୁଡିକର ବିଶ୍ଳେଷଣ କର।କରିଥିବା ଭୁଲ୍ ପାଇଁ ଅନୁତାପ କରି ଆଗକୁ ଚାଲ।

ପ୍ରତ୍ୟେକଟି ନୂଆ ସକାଳ ନୂଆ ସମ୍ଭାବନାକୁ ନେଇ ଆସିଥାଏ। ଜୀବନ ବହୁତ ସ୍ବଳ୍ପ। ଜୀବନର ପ୍ରତ୍ୟେକ ମୂହୁର୍ତ୍ତ ମୂଲ୍ଯବାନ। ଜୀବନର ପ୍ରତ୍ୟେକ ମୂହୁର୍ତ୍ତକୁ ଆନନ୍ଦର ସହିତ ବଞ୍ଚିବାକୁ ଚେଷ୍ଟାକର।

ଯେତେବେଳେ ପ୍ରକୃତି ଓ ପରିବେଶ ତୁମକୁ ନୂଆ କିଛି କରିବା ପାଇଁ ଇସାରା ଦେଉଛି, ନିଜର ଜୀବନଶୈଳୀ ପରିବର୍ତ୍ତନ କରି ନୂଆ କିଛି କରିବା ପାଇଁ ଚେଷ୍ଟାକର।


Feed

Library

Write

Notification
Profile