Sabita Nayak
Literary Brigadier
AUTHOR OF THE YEAR 2021 - NOMINEE
145
Posts
2
Followers
1
Following
Teacher.interested in writing poems,stories,quotes,dramas
ନୀରବ ରାତି ନୀରବ ଜହ୍ନ
ମୁଁ ବି ନୀରବି ଯିବି
ତୁମପରି ହୋଇଯିବି
ଗୁମ୍ ସୁମ୍
ମିଶିଯିବି ତୁମରି
ନୀରବତାରେ
ହଜିଯିବି
ତୁମରି ପ୍ରତିଟି ଭାବନାରେ
Share with friends