STORYMIRROR

ପରିସ୍ଥିତି...

ପରିସ୍ଥିତି ସବୁବେଳେ ସମାନ ନଥାଏ। କାହାର ଅସହାୟ ଅବସ୍ଥାରେ ତାକୁ ତାଚ୍ଛଲ୍ୟ କରନାହିଁ। ତୁମକୁ ହୃଦୟର ସହ ଯିଏ ଭଲପାଏ ତାକୁ ତାର ଅସୁବିଧା ବେଳେ ଛାଡି ଚାଲିଯାଅନା। ସମୟ ପୁଣି କରଲେଉଟାଏ। ହୁଏତ ତୁମେ କେବେ ତା'ର ଭଲପାଇବା ହୃଦୟଙ୍ଗମ କରିପାରିବ, ସେତେବେଳେ କ'ଣ ତା' ଭଲପାଇବା ଆଗଭଳି ତୁମପାଇଁ ଥିବ?

By Sabita Nayak
 22


More oriya quote from Sabita Nayak
2 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments