Ashutosh Swain
Literary Captain
AUTHOR OF THE YEAR 2020,2021 - NOMINEE

69
Posts
15
Followers
0
Following

ଗୁରୁକୃପା ହିଁ କେବଳଂ। ପରିବର୍ତ୍ତନ ହୁଅନ୍ତୁ ବନ୍ଧୁ ସମାଜର ମଙ୍ଗଳ ସାଧିତ ହେବ ॥ ମୁଁ ଏକ ଅନାମିକା ଛାଇ, ପ୍ରଶ୍ନର ବର୍ଣ୍ଣାଳୀ, ବହୁରୂପୀଙ୍କ ଅହଙ୍କାର, କାହାର ଅଧାଦେଖା ସ୍ୱପ୍ନର ଭଗ୍ନାଂଶ ଅବା ହଜିଥିବା ଅତୀତର ସୂତାଖିଅ ॥

Share with friends

ଯେତେବେଳେ ନିଜ ଅବସ୍ଥାର କିଛିହୁଏନି କାହାକୁ କାହିଁ ଡାକିବି କାହାଦ୍ୱାରା କିଛିହୁଏନି କିଏ ଯଦି ସହରରୁ ଯାଏ ଶୂନଶାନ୍ ପଡିଯାଏ ଏଠି ତ କାହା ଉପସ୍ଥିତି ବି କିଛି ହୁଏନି॥ @ଆଶୁତୋଷ

ମରଣ ଆସିବା ଯାଏ ଖୋଜିବି ତାକୁ ଶପଥ ମୋର ମରଣ ଆସିବା ଯାଏ ଖୋଜିବି ତାକୁ ଯାହା ସହିତ ଦିନେ ହସୁଥିଲି॥ @ଆଶୁତୋଷ

ଅଭିଯୋଗ, ମତେ ବହୁତ କଷ୍ଟହେଉଛି ଯେ ଏ ଘର ର ନିଛାଟିଆ ଡରଉଛି ଅପାରଗତା, ଯେତେବେଳେ ହାତ ପତେଇବାକୁ ବାଧ୍ୟକରେ କେତେ ଯନ୍ତ୍ରଣାରେ ନିଜକୁ ପ୍ରସ୍ତୁତକରେ ଏମିତି ଯଦି କଥା କି ଜୀଇଁବାକୁ ପଡିବ ତୋ ସର୍ତ୍ତରେ ହେ ଜୀବନ! ମୁଁ ତୋତେ ବହିଷ୍କାର କରୁଛି॥ @ଆଶୁତୋଷ

ପାଗଳ ପରି ଦୁଃଖୀ ଅତ୍ମାହୋଇ ନିଖୁରା ନିଖୁରାଦିଶୁଛି କେତେ ଆଇନା ବଦଳେଇଲାଣି ମୁଁ ଯେମିତି ସେମିତି ଅଛି ମୋ ପିଞ୍ଜରା ଖୋଲିଦେଲୁ ତୁ ବି ଅଜବ ଶିକାରୀ ନିଜ ପର ନିଜେ କାଟିଛି ମୁଁ ବି ଅଜବ ପକ୍ଷୀ॥

କିଛି ତ ଜଳିଥିବ ବିନା ନିଆଁରେ ଧୂଆଁ କେଉଁଠୁ ଆସିବ ଯାହାକୁ ଡରୁଥିଲି ସ୍ୱପ୍ନରେ ବି ଦେଖିବାକୁ ସେ ଦୁର୍ଘଟଣା ବାସ୍ତବରେ କେମିତି ହେବ ଯାହା ଛବି ଧରିଲେ ହାତ ଥରି ଯାଉଛି ଆଖି କୁ କେମିତି କହିବି ସମ୍ଭାଳିବ॥ @ଆଶୁତୋଷ

ଆଜି ଏ ଜାଗର ତିଥି ହୁଅନ୍ତା ମୋ ଶେଷ ରାତି ମୋ ଜୀବନ ଦୀପ ଲିଭି ମହାଦୀପ ଜଳି ସଂସାରୁ ଯାଆନ୍ତି ତରି...॥

ନଥିବି ମୁଁ ତୋତେ ଅପେକ୍ଷା କରିବାକୁ ନଥିବି ହିଡ ହେଇ ଛିଡା ହେବାକୁ କାଳ ଗର୍ଭରେ ଲୀନ ହୋଇଯିବି ଦେଖାଯିବିନି ତୋ ଆଖିକୁ॥ @ଆଶୁତୋଷ

ମତେ ହତ୍ୟାକାରୀ କହିବେ ସଭିଏଁ ମୋର ହିଁ ହତ୍ୟା ହେଇଥିବ ମୁ କୂଅ ଖୋଳିଚାଲିଥିବି ମତେ ହିଁ ପାଣିର ଅଭାବହେବ॥ @ଆଶୁତୋଷ

ଆଇନା କାଚ ଆଖିରେ ଫୁଟିଯାଏ ବିଛଣାରେ ମୁହଁ ଥରିଯାଏ ଗୋଟେ ସ୍ମୃତି ମନକୁ ବିଚଳିତ କରିଦିଏ ମୁଁ ଶ୍ୱାସ ନେଇପାରେନି କାହା ହାତରେ ବୋଧେଥିଲା ସବୁକିଛି ସତେଜ ହେବା ମଉଳିବା କାନ୍ଦିଲେ ଦିନ ବିଗିଡିଯାଏ ଆଉ ହସିବା ଭୁଲି ଯାଇଥିଲି॥ @ଆଶୁତୋଷ


Feed

Library

Write

Notification
Profile