ରାଷ୍ଟ୍ର ନାୟକ ଯୋଗଜନ୍ମା ତୁମେ ହେ ରାଷ୍ଟ୍ର ନାୟକ ଭାରତ ମାତାର ଯୋଗ୍ୟତମ ସୂତ କରିବାକୁ ଏହି ଦେଶକୁ ସ୍ବାଧିନ ଦେଇଗଲ ନିଜ ପ୍ରାଣ ବଳିଦାନ॥
ଭାଇ/ଭଉଣୀ ଧରା ବକ୍ଷେ ରହିଛି କେତେ ସଂପର୍କ ଅନେକ ତା ପରିଭାଷା ସବୁଠୁ ମଧୁର ଲାଗଇ ନିଜର ଭାଇ ଭଉଣୀ ମମତା। ସୂକ୍ଷ୍ମ ସୂତାର ରେଶମୀ ଡୋରିଟିଏ ବାନ୍ଧି ଦେଲେ ଭାଇ ହାତେ ସୁରକ୍ଷା କବଚ ହୋଇ ସବୁଦିନ ରହେ ଭଉଣୀର ସାଥେ॥👫
ଭାଇ/ଭଉଣୀ ଧରା ବକ୍ଷେ ରହିଛି କେତେ ସଂପର୍କ ଅନେକ ତା ପରିଭାଷା ସବୁଠୁ ମଧୁର ଲାଗଇ ନିଜର ଭାଇ ଭଉଣୀ ମମତା। ସୂକ୍ଷ୍ମ ସୂତାର ରେଶମୀ ଡୋରିଟିଏ ବାନ୍ଧି ଦେଲେ ଭାଇ ହାତେ ସୁରକ୍ଷା କବଚ ହୋଇ ସବୁଦିନ ରହେ ଭଉଣୀର ସାଥେ॥👭
ଈଶ୍ବର... ଖୋଜିଲି ତୁମକୁ ମନ୍ଦିରେ ମନ୍ଦିରେ ପୁଣି କେବେ ପାଷାଣ ମୂର୍ତ୍ତି ମଧ୍ୟରେ କଲି ଧର୍ମ କର୍ମ ତୁମ ଉଦ୍ଦେଶ୍ୟରେ ଗଲି ତୀର୍ଥାଟନ ଭକତି ଅନ୍ତରେ ହେଲେ ନ ପାଇଲି ଦେଖା ବିରାଜି ଥିଲ ମୋ ହୃଦୟ କନ୍ଦରେ ଲୀଳାମୟ ତୁମେ ସଖା।🕉