Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,



Minakshi Samal

Reader and writer in Story Mirror

  Literary Colonel

Dream

Children Stories Inspirational

And tell the laymen Your success story Which you did weave With your dedication And dogg...

1    281 0

I AM A LADY

Drama

Why don't you give me my share of pleasure...

2    34 1

For You Children

Children Others

I want to be a bee and Collect honey for you,

1    224 3

Luck

Others

I worked by day, And toiled by night..

1    344 5

ବର୍ଷା

Others

ଶୁଷ୍କ ମରୁ ପଲ୍ଲବିତ ହୁଏ ମେଘ ସ୍ପର୍ଶରେ କିଶଳୟ ପୁଲକିତ ଜଳବିନ୍ଦୁ ବର୍ଷାରେ। ପ୍ରାଣୀ ଜଗତ ଆନନ୍ଦେ ହୁଅନ୍ତି ଆତ...

1    255 0

ମହାପ୍ରଭୁ

Others

ଘର୍ଘର ନାଦରେ ବଡଦାଣ୍ଡ ପରେ ଗଡିଯା'ନ୍ତି ତିନି ରଥ ତାଳଧ୍ଵଜ,ଦର୍ପଦଳନ ପଛରେ ନନ୍ଦିଘୋଷେ ଜଗନ୍ନାଥ।

1    2 0

ଶ୍ରେଷ୍ଠ କୃତୀ

Inspirational Others

ଫରକ ଏତିକି ସର୍ବଜ୍ଞାତ ଯାହା ମନୁଷ୍ୟ ଯେ ବସ୍ତ୍ରଧାରୀ ଲଜ୍ଜା ସମ୍ବରଣ କରିବାର ଅର୍ଥେ ବସ୍ତ୍ର ପରିଧାନ କରି ।

1    2 0

ଆମେ ଭାରତୀୟ

Others

ଜାତି,ଧର୍ମ,ବର୍ଣ୍ଣ ,ଭାଷାର ଉର୍ଦ୍ଧ୍ଵରେ ଭାରତୀୟ ବୋଲି କହିବା ଗର୍ବରେ ଜନ୍ମଭୂମିକୁ ବିଶ୍ବ ଦରବାରରେ ଶ୍ରେଷ୍...

1    2 0

ଇଛା ହୁଏ

Fantasy

ସ୍ବପ୍ନର ଅତଳ ଗର୍ଭରେ ନିଜକୁ ହଜାଇ ପାଇବାକୁ ନୈସର୍ଗିକ ଶାନ୍ତି ଆକଟ କଟକଣାକୁ କ୍ରୁଶବିଦ୍ଧ କରି ଚାଲିଯି...

1    3 0

ଭୂମି ଦହନ-ଶେଷ ରଜ

Others

ସାଙ୍ଗସାଥି ମେଳେ ମଜା ମଉଜ ଯେ କରିଲେ। ରଜ ଦୋଳି ପାଖେ ଛୋଟ ବଡଙ୍କର ଗହଳି ମନ...

1    24 0

ସୂର୍ଯ୍ୟ

Others

ତପତିଙ୍କ ପାଇଁ ଜଳ ବାଷ୍ପିଭୂତ ହୁଅଇ ଜଳବିନ୍ଦୁରେ ବଦଳି ବର୍ଷା ରୂପେ ଝରଇ।

1    2 0

ରଜ ସଂକ୍ରାନ୍ତି

Others

ରଜ ସଜବାଜ ହୋଇ ବୁଲିଯିବା ଆଜି ସାହିକି ସାହି ପାହି ମାରିକି ଦୋଳି ଖେଳିବା ଆମେ ଯାଇ।

1    224 0

ଏକ ଅନୁଭବ

Others

ମୋ ସୁକୃତ ବଳେ ଯଦି ମିଳେ ପୁଣ୍ୟ ସେ ଫଳ ତୁ ଭୋଗ କର ସମସ୍ତ ଖୁସିର ଅଧିକାରୀ ହୋଇ କଟିଯାଉ ଦିନ ତୋର।

1    310 0

ସୃଷ୍ଟିକର୍ତ୍ତାଙ୍କୁ ଗୁହାରୀ

Others

ବୋଧଶକ୍ତି କି ଲୋପହୁଏ ଆସିଲେ ଚିନ୍ତା ଏ ପ୍ରକାର? ତନୟାଟି କି ଲାଗେନା କନ୍ୟା,ଭଗିନୀ ନିଜର? ଲାଗେକି ସର୍ବଦା ଭୋଗ...

1    141 0

ବିଶ୍ଵ ପରିବେଶ ଦିବସ

Inspirational

ଆଜି ପରିବେଶ ଦିବସରେ ଆମେ ଛୋଟ ପଣଟିଏ ନେବା ଗଛ ଲଗାଇବା, ଯତ୍ନ ନେବା ଆଉ ବନ୍ଧୁଟି ପରି ଭାବିବା ।

1    1 0

ମାଛ ଚୋରି

Others

ଘରକୁ ଫେରିଲେ ଖାଲି ହାତରେ ବେନି ଭାଇ ଭଲ ଶିକ୍ଷା ଲଭିଲେ । କାନମୋଡି ହୋଇ ପ୍ରତିଜ୍ଞା କଲେ ଚୋରି ଛାଡି ପରିଶ୍...

1    1 0

ପ୍ରକୃତିର କିମିଆ

Others

ଗ୍ରୀଷ୍ମ ପରେ ବର୍ଷା, ଶୀତ ଓ ବସନ୍ତ ଋତୁଚକ୍ର ଗତିମାନ ଜୀବନ ଦର୍ଶନର ଶିକ୍ଷା ଦିଅଇ ଦୁଃଖ ପରେ ସୁଖ ସ୍ଥାନ।

1    229 0

ଶହୀଦ ବୀର

Others

ଦେଶବାସୀ ଆମ ନିଦ୍ରାରେ ବିଭୋର ନିଶ୍ଚିନ୍ତ ନିର୍ଭୟେ ନିଜ ଗୃହରେ ଜାଣିଛନ୍ତି ପରା ସୀମା ସରହଦେ ପ୍ରହରୀ ସାଜି ...

1    25 0

ଚେସ୍ ର ରାଜା

Inspirational

ସଂସାରର ରଥ ସୁରୁଖୁରୁ ହୋଇ ଆଗେ ଆଗେ ଗଡିଚାଲେ ଗରବ ନକରି ମିଳିମିଶି ଚଳି ଶାନ୍ତିରେ ବାସ କରିଲେ।

1    189 30

ଝାଞ୍ଜି ଖରା

Others

ଏ ନିଦାଘ ବଡ ଦୁଃସହ ଅଟଇ ସହିହେଉ ନାହିଁ ଜମା ବରଷା ଆସିଲେ କଷ୍ଟ ଦୂରହେବ ପ୍ରକୃତି ରାଣୀ ମହିମା ।

1    3 0

ସମୟ ଅଟେ ବଳବାନ

Inspirational Others

ସମୟାନୁବର୍ତ୍ତୀ ହୋଇଲେ ମନୁଷ୍ୟ ଲଭିପାରେ ସଫଳତା ସମୟକୁ ନଷ୍ଟ କରଇ ଯେ ଜନ ଲଭେ ସଦା ବିଫଳତା ।

1    23 0

ମା ଓ ମମତା

Others

ସନ୍ତାନ ଇଛାକୁ ପୁରଣ କରି ବଳିଦିଏ ନିଜ ଇଛା ସନ୍ତାନ ସୁଖରେ ଖୁସି ସେ ହୁଏ ନଥାଏ ତାର ଅନିଛା।

1    208 35

ମା ଓ ମମତା

Others

ମାତୃଋଣ ସୁଝି ପାରିବେ ନାହିଁ ଏ ସଂସାରରେ ସନ୍ତାନ ହଳାହଳ ବିଷ ପାନ କରିସେ ରଖେ ଯଶ ଅମଳାନ।

1    4 0

ମା'ର ସ୍ନେହ

Inspirational Others

କଦଳୀ ଦି ଫେଣା ପାଇଛି ଆଜି ପିଲା ପାଇଁ ତା'ର ରଖିଛି ହେଜି। ପାଖରେ ବସାଇ ଦେଲା ଖୁଆଇ ଚମକିଲା ସାମନାକୁ ଅ...

1    237 16

ଫନି ବାତ୍ୟା

Classics Others

ପ୍ରମାଣିତ କରି ଦେଖାଇଲେ ବିପଦକୁ ତାଙ୍କ ନାହିଁ ଡର ସାମନା କରିବେ ବୀର ପରି ଝଡ ବ...

1    23 0

ପିଲାଦିନ

Others

ଗାଁଆ ନଈପଠା,ପୋଖରୀରେ ଏପଟୁ ସେପଟ ପହଁରାରେ ସାଙ୍ଗ ମୁହେଁ ପାଣି ଛାଟିବାରେ ଚିଡାଇ ତାକୁ କନ୍ଦାଇ ବାରେ

1    205 0

ବନ୍ଧୁତ୍ବର ପରିଭାଷା

Romance

ସଚ୍ଚା ବନ୍ଧୁଟିଏ ଥାଏ ଯାହାର ଭାଗ୍ୟବାନ ସିଏ ଅଟଇ ନର ସୁଖରେ ଦୁଃଖରେ ବନ୍ଧୁ ତାହାର ଥରେ ଡାକିଦେଲେ ହୁଏ ହାଜର...

1    6 0

ମଦିରା

Inspirational

ବେଳ ଥାଉଁ ଥାଉଁ ସୁଧୁରି ଗଲେ ସୁନା ପରିବାର ବଞ୍ଚେ ଯେ ଭଲେ ସବୁ ଜାଣିଶୁଣି ମଦ୍ୟପ ହେଲେ ପ୍ରାଣପକ୍ଷୀ ଉଡିଯିବ...

1    3 0

ଇଏ କିଏ

Others

ଜାଣିବାକୁ ହେବ ଅଭିପ୍ରାୟ ୟା'ର ଭଲ ହେଲେ ହେବ ଆମ ବନ୍ଧୁ ନହେଲେ ହରାଇବ ଇଏ ନିଜର ଅମୂଲ୍ୟ ଜୀବନ।

1    3 0

ବୃକ୍ଷ ସଂରକ୍ଷଣ

Inspirational

ଛାୟାର ଶୀତଳତା ନାହିଁ ନାହିଁ ପକ୍ଷୀଙ୍କ ରାବ ପ୍ରଚଣ୍ଡ ରୌଦ୍ରର କବଳେ ପଡିଅଛି ମାନବ।

1    26 0

ଭକ୍ତର ନିବେଦନ

Tragedy

ଭକତଙ୍କ ପରୀକ୍ଷା ନେଲ ଏପରି କରିଦେଲ ତାଙ୍କୁ ସର୍ବସ୍ବାନ୍ତ ରତ୍ନସିଂହାସନ ପରେ ବସିଅଛ ଉଡେ ପତିତପାବନ ନେତ।

1    23 0

ଜୀବନ ଯନ୍ତ୍ରଣା

Others

ହେ ଜଗତ ସାଇଁ ଉଦ୍ଧାର କରହେ ଆକୁଳେ ବିନତି କରେ ମୁକ୍ତି ଦିଅ ମୋତେ ଶରଣ ମୁଁ ନେବି ତୁମରି ବିଭୁ ପୟରେ ।

1    45 0

ନିଆଁ ପୁଆଁ

Classics Others

ମାଆ ପୁଅ ମିଶି ନିଆଁ ପୁଇଁ କରି ଶୀତକୁ ଦିଅନ୍ତି ଘଉଡାଇ ଗରୀବଙ୍କ ଦେହ କେତେଯେ ଶକତ ଶୀତକୁ ଦିଅନ୍ତି ସେ ଜଣାଇ...

1    20 0

ସଫଳତା

Others

ସଫଳତା ଥାଏ ନିଜର ଜାଗାରେ ତାକୁ ପାଏ ନର ନିଜ ପ୍ରଚେଷ୍ଟାରେ, ସ୍ଥିର ହୋଇ ବସି ତାକୁ ପାଇବାର ଆଶାଯି...

1    269 5

ବୟସର ପାହାଚ

Fantasy Others

ଧୀରେ ଧୀରେ ଜରାଜୀର୍ଣ୍ଣ ହୁଏ ତନୁ ସଂସାର ମୋହଯେ ଦୂର ହୁଏ ମନୁ ନିର୍ଭରଶୀଳ ସେ ହୁଏ ଅନ୍ୟ ପରେ ନଶ୍ବର ଜୀବନ ମ...

1    22 0

ପ୍ରେମ

Romance

ନିଃସ୍ବାର୍ଥ ମନର ନିର୍ମଳ ସରାଗ ପ୍ରେମକୁ କରେ ଉଦ୍ରେକ ପ୍ରେମ ଯଦି ପଡେ ବେଡିର କବଳେ ମନରେ ଆସେଯେ ଦକ।

1    190 16

ଝରଣା

Others

ମୋ ଯାତ୍ରା ପଥରେ ବାଧାବିଘ୍ନ ସବୁ ନମାନି ମୁଁ ଅତିକ୍ରମ କରେ ଅବଶେଷେ ଯାଇ ନିଜକୁ ବିଲୀନ ...

1    45 0

ଅଶ୍ରୁୁ

Others

ସୁଖେ ଅବା ଦୁଃଖେ ଚକ୍ଷୁ କୋଣେ ଅଶ୍ରୁ ଜନ୍ମେ, ଝର ଝର ହୋଇ ଝରେ ଅନ୍ତରର କୋହସେ ନମାନେ।

1    66 0

*** ଇଛା ହୁଏ ***

Others

ବର୍ଷା ହୋଇ ଝରିଯା'ନ୍ତି ଶୁଷ୍କ ମରୁ କାନନ,ପ୍ରାନ୍ତରେ ଜୀବନ ସଂଚରି ଯା'ନ୍ତା ସନ୍ତାପିତ ପ୍ରାଣୀଙ୍କ ଭିତରେ।

1    99 1

ଇଚ୍ଛା ହୁଏ

Inspirational

ତାରା ହୋଇ ଚିକ୍ ମିକ୍ କରୁଥା'ନ୍ତି ନଭର ବକ୍ଷରେ ଚନ୍ଦ୍ରମାର ଶୀତଳତା ଆଣିଦ୍ୟନ୍ତା ସୁନିଦ୍ରା ଚକ୍ଷୁରେ।

1    20 0

ଭୂଲ

Others

ଭଲ ର ବିପରୀତ ଦିଗରେ ଗଲେ ବା ତା'ର ବିପରୀତ କାର୍ଯ୍ୟ କଲେ ତାହାହୁଏ ଭେଲ

1    241 7

ମହୁମାଛି

Others

ସ୍ବାର୍ଥୀ ମନୁଷ୍ୟ.... ଚାଲାକି କରି ମହୁମାଛିର ଅନୁପସ୍ଥିତିରେ ଚୋରି କରି ନିଏ ମହୁଫେଣାଟି

1    235 5

ପରୀକ୍ଷା

Others

ଜୀବନ ଜୀବିକାର ଅନୁସନ୍ଧାନରେ ପୁଣି କିଛି ଗଣିତର ଅଙ୍କକୁ ଅଧିକରୁ ଅଧିକ ଜମାକରି ନିଜକୁ କୃତୀ ପ୍ରତିଯୋଗୀ ଭାବେ ପ୍ରମ...

1    239 36

ଭୋଟ

Others

ସଚ୍ଚୋଟ ଲୋକର ରାଜନୀତି ମଧ୍ୟେ ତିଷ୍ଠିବା ବଡ ବିଷମ ସମାଜ ହିତୈଷୀ ହୋଇ ରହିବାକୁ ଦିଅନ୍ତି ନାହିଁ ଯେ ଯମ।

1    234 31

ସିନ୍ଦୂର

Others

ବିନ୍ଦୁ ମଧ୍ୟରେ ଲୁକ୍କାୟିତ ଏକ ନାରୀର ଶୁଦ୍ଧପୂତ ପତିବ୍ରତା ପଣର ପରିଚାୟକ କିଛି ଲାଲ ରଙ୍ଗର ଚୁର୍ଣ୍ଣ ସିଏ।

1    320 23

ଆଶା

Others

ଆଶାଟି ଅପୂର୍ଣ୍ଣ ରହିଲେ ମନର ସୂକ୍ଷ୍ମ ତନ୍ତ୍ରୀରେ ଲାଗେ ଗଭୀର ଆଘାତ

1    342 9

ନାରୀର ରୂପ

Inspirational

ମାତା ରୂପେ ଜନ୍ମ ଦେଇଥାଏ ସନ୍ତାନକୁ ପାଳନ କରେ ସେ ଢାଳି ସ୍ନେହ ଅମୃତକୁ ବାଳୁତ ରୁ କିଶୋର ତା ପରେ ଯୁବାବସ୍ଥା ବିବା...

1    398 46

ଫଗୁଣ ଓ ପ୍ରେମ

Romance

ବିରହିଣୀ ଚକ୍ଷୁ ଅଶ୍ରୁ ଢାଳେ ପ୍ରିୟର ଦୂରତ୍ବ ତାକୁ ଜାଳେ ନିଜ ପତି ପାଇଁ ଶୁଭ ମନାସିକି ବୃନ୍ଦାବତୀ ପାଖେ ଦୀପ ଜାଳେ।

1    90 3

ଜ୍ଞାନାଲୋକ

Others

ଜ୍ଞାନର ଦିପ୍ତୀ ଚତୁର୍ଦ୍ଦିଗେ ବ୍ୟାପୁ ନାଶକରୁ ସର୍ବ ଅଜ୍ଞାନ ରିପୁ।

1    116 4

ଗ୍ରୀଷ୍ମକାଳ ଓ ପଖାଳ

Others

ଓଡ଼ିଶା ବାସୀଙ୍କ ପ୍ରିୟ ପଖାଳ ସନ୍ତାପିତ ପ୍ରାଣ କରେ ଶୀତଳ ଅଂଶୁଘାତର ଏ ମହା ଔଷଧୀ ଶୁଣ ପଖାଳ ଖାଇବାର ବିଧି।

1    125 4

ସଫଳତା

Others

ସଫଳତା ଅଟେ ଫଳଧାରୀ ବୃକ୍ଷ ଲୋଡିଥାଏ ପଟୁମାଟି ପରିଶ୍ରମ ଆଉ ଦୃଢ ମନୋବଳ ତା'ର ଦୁଇ ମାପକାଠି।

1    244 2

ॐ ନମଃ ଶିବାୟ

Others

ଶିବରାତ୍ରୀ ପୂଜାର ଅବସରେ ବିଲ୍ବପତ୍ର ଅପରାଜିତା କରେ କନିଅର ଧତୁରା ବିଲ୍ବଫଳ ଅର୍ପଣ କରୁଛି କର ମଙ୍ଗଳ।

1    70 2

କଳକୀ ଅବତାର

Inspirational

ଖଡ୍ଗ ପ୍ରହାରରେ ବିନାଶ କର ହେ ଦୁଷ୍ଟ ଦୂରାଚାରୀ ଜନେ ସୁଦର୍ଶନ ଚକ୍ର ଆଢୁଆଳେ ରଖ ନିରୀହ ଏବଂ ସଜ୍ଜନେ।

1    24 1

ବୀର ଅଭିନନ୍ଦନ

Inspirational

ଚଉରାଳିଶ ଭାରତୀୟ ଯବାନଙ୍କ ସମ ନୁହେଁ ତିନିଶ' ଆତଙ୍କୀ ଆତ୍ମଘାତୀ ମାନେ ବୁଝି ପାରିବେନି ଦେଶପ୍ରେମ ଦେଶଭକ୍ତି।

1    66 3

ବୀର ଅଭିନନ୍ଦନ

Others

ଜନ୍ମଭୂମି ପାଇଁ କେତେଯେ ବର୍ବରତାକୁ ଶଯ୍ୟ କରିଗଲେ ଯେପରି ଗରଳ ପାନକରି ଶିବ ନୀଳକଣ୍ଠ ସାଜିଥିଲେ।

1    27 0

ଫଗୁଣ ଓ ପ୍ରେମ

Romance

ବିରହୀ ମନ ଆକୁଳ ହୁଏ ଡହଳ ବିକଳ ପକ୍ଷୀ ଟିଏ ପରି ହୁଅଇସେ ଛଟପଟ ପୁଣି ଦୁଃଖରେ କରୁଣ ରାଗଗାଏ।

1    142 3

ହେ ଫଗୁଣ କାନ୍ଦନା ରେ

Others

ବେଳ ଥାଉଁ ଥାଉଁ ସାବଧାନ ହେଲେ ହ୍ରାସ ହୋଇପାରେ କ୍ଲେଶ ସବୁରି ଉପାୟ ଖୋଜିବା ଉପଶମ ପାଇଁ ଖୋଜିକରି ନବୀନ କାରିଗରୀ।

1    7 0

ଫଗୁଣ ମାସ

Others

ଆମ୍ରକୁଞ୍ଜ ଆଜି ଦେଖିବା ସପନ ମୁକୁଳ ଶୋଭିତ ତାହାରି କାନ୍ତି 'ବଉଳ' ଖାଇକି 'ବଉଳ' ବସିବା ଇତିହାସ ପାଲଟି ଯେ ଯାଇଛି

1    301 37

ପ୍ରେମ - ଏକ ସନେଟ୍

Romance

ଦୁଃଖରେ କାତର ଅବା ସୁଖରେ ବିଭୋର ନହୋଇ କରିଥାନ୍ତି ସମାନ ଉପଚାର ସମାଜ ପାଇଁ ହୁଅନ୍ତି ସେମାନେ ଆଦର୍ଶ ଚତୁର୍ଦ୍ଦିଗେ ...

1    156 7

ଓଡିଆ ମୋ ମାତୃଭାଷା

Inspirational

ଓଡିଆ ଭାଷାକୁ ସମୃଦ୍ଧ କରିବା ପାଇଁକି ନେଉଛି ପଣ ଲେଖନୀ ମୁନ ମୋ ଚାଲୁଥାଉ ସଦା ଗାଇ ଓଡିଶାର ଗୁଣ।

1    64 2

ଖୁନୀ ଇତିହାସ

Others

ମୃତ୍ୟୁର ଲେଲିହାନ ଶିଖାସବୁ ଜିହ୍ବାକୁ ପ୍ରସାର କରି ବର୍ବର ପାଷାଣ୍ଡ ନରାଧମ ମାନେ ଆସିଲେ ଆଗକୁ ମାଡି

1    388 52

ଜୟ ଯବାନ୍

Others

ବୁଝିହୁଏନି କଳ୍ପନାତୀତ ଅଟେ ଆତ୍ମଘାତୀ ଷଡ଼ଯନ୍ତ୍ର ଦେଶଦ୍ରୋହୀ ଆଜି ଅପଙ୍ଗ କରିଛି ଭାରତର ଗଣତନ୍ତ୍ର।

1    224 28

ବସନ୍ତ ଗାଏ ପ୍ରେମ ରାଗିଣୀ

Others

ବସନ୍ତର ଆଗମନେ ଧରା ଗାଏ ପ୍ରେମ ରାଗିଣୀ ମଳୟର ପ୍ରବାହରେ ସୃଷ୍ଟିହୁଏ ଚୋରା ଚାହାଣୀ।

1    244 47

ମା'ର କୋଳ ଓ ଶୀତ

Tragedy

ପଇସା ବାଲାଙ୍କ ଘରେ ଗାଣ୍ଠି ଗାଣ୍ଠି ଶୀତ ବସ୍ତ୍ରର ସମ୍ଭାର ଅବଳା ନାରୀ ଟି ଶୀତର ଦାଉରେ ହେଉଅଛି ହରବର। କେହିନାହିଁ...

1    124 3

ମା'ର କୋଳ ଓ ଶୀତ

Inspirational Others

ବଡ ବିଚିତ୍ର ଏ ଦୁନିଆର ନୀତି ତେଲିଆ ମୁଣ୍ଡରେ ତେଲ ଦୁଃଖୀ ରଙ୍କି ଏଠି ହରାନ୍ତି ଜୀବନ ହୋଇ କେତେ କଲବଲ।

1    46 1

ବସନ୍ତ ବିରାଜିଲା

Others

ବଧୂବେଶ ସାଜି ଗ୍ରାମ୍ୟ ଲଳନା ବଡ କମନୀୟ ତାର ଭଙ୍ଗିମା ବିବାହ ବନ୍ଧନେ ବାନ୍ଧି ହୋଇଲା

1    128 3

ଗଣତନ୍ତ୍ର ଦିବସ

Others

ଧରାପୃଷ୍ଠର ଶ୍ରେଷ୍ଠ ଦେଶ ଆମ ଭାରତବର୍ଷ ପ୍ରଗତି ପଥରେ ଅଗ୍ରସର ହୋଇ ନିଶ୍ଚୟ କରିଛି ନିଜର ବିକାଶ

1    24 1

ଜୟ ଜଗନ୍ନାଥ

Others

ପ୍ରତିକ୍ଷଣେ ତୋର ଉପସ୍ଥିତି ମୋର ଶକ୍ତି ସାହସର ଉତ୍ସ ତୋ ସାହାରା ବିନା ଏକ ପାଦ ଆଗେଇବା ମୋର ପାଇଁ କଷ୍ଟ

1    105 5

ଜୟ ଜଗନ୍ନାଥ

Others

ହେ କଳା ଠାକୁର ପରୀକ୍ଷା ଛଳରେ ଶିଖାଉ ଜୀବନ ମନ୍ତ୍ର କଷ୍ଟ ଦେଉ ପଛେ ସଙ୍ଗେ କିନ୍ତୁ ଥାଉ ସାଜିକି ଅମୋଘ ଅସ୍ତ୍ର।

1    108 3

ଜୀବନ ସାଥୀ

Others

ହାତ ଧରାଧରି ହୋଇ ଚାଲୁଥିବା ବାକିଅଛି ଯେତେ ପଥ ହେ ଜୀବନ ସାଥୀ ମୋର ପ୍ରିୟତମ ଚକାଆଖି ଆମ ମିତ।

1    108 4

ଶୁଣିଛ କି

Others

ସଶସ୍ତ୍ର ସେନାନୀ ସାଥେ ଅଜଣା କୋକୁଆ ଭୟର ଶୀତଳ ସ୍ପର୍ଶ କେବେ ଅଙ୍ଗେ ନିଭେଇଛ କି???

1    132 5

ଜୟ ଜବାନ ଜୟ କିଶାନ

Others

ନିଜର ପ୍ରାସାଦ ମଧ୍ୟରେ ଆମେଯେ କେତେ ଆରାମରେ କାଟୁ ଜୀବନ ଆମର ସୈନିକ ଭାଇ ଯେ ଶୀତରେ ସୀମା ସରହଦେ ଦିଏ ଜୀବନ ଦାନ।

1    367 5

ଶୀତର ଦାଉ

Others

ବାସି ପାଇଟି କୁ ନକରିଲେ କେହି କରିତ ଦେବେନି ଜାଣିଛି ଚା' ପାଣି ଟିକେ ପେଟରେ ନପଡି ପେଟଟା ଆଉଟି ହେଉଛି।

1    367 1

ତ୍ରାହି କର

Others

ଭବ ପାରାବାରେ ଥଳକୂଳ ମୁଁ ଯେ ପାଉନାହିଁ କୃପାସିନ୍ଧୁ ତୁମରି ସିନ୍ଧୁରୁ ବିନ୍ଦୁ ଟିଏ ଦେଇ ରକ୍ଷାକର ଜଗବନ୍ଧୁ

1    81 2

ଯୀଶୁ ଖ୍ରୀଷ୍ଟ

Others

ବ୍ୟାଧୀ ଗ୍ରସ୍ତ ଙ୍କୁ ଆରୋଗ୍ୟ କରିଲ ମୃତଙ୍କୁ କଲ ଜୀବିତ। ପ୍ରେମର ବାଣୀକୁ ପ୍ରଚାରିଲ ତୁମେ ବୋଲାଇଲ ଯୀଶୁ ଖ୍ରୀଷ୍ଟ।

1    542 0

ମୁଁ ଓଡିଆ

Others

ଗୋପବନ୍ଧୁ, ମଧୁସୂଦନ ଓ ଜୟୀ ରାଜଗୁରୁ ଗର୍ବ ଆମ ତାପଙ୍ଗର ଦଳବେହେରା ସହିଲେ କେତେ ଦଣ୍ଡ ନିରୀମମ

1    1.2K 5

ମହାଲକ୍ଷ୍ମୀ ନମୋସ୍ତୁତେ

Others

ମହାଲକ୍ଷ୍ମୀ କୃପା ବଳେ ଅଭାବ କଷଣ ଦୂର ହୋଇଯିବ ସୁଖେ ରହିବେ ସକଳେ।

1    1.9K 5

ଗୁପ୍ ଚୁପ୍

Others

ଗୋଲାକାର ତାର ରୂପ ମନଲୋଭା ପେଟରେ ଆଳୁର ପୂର ଖଟାପାଣି ଦେଇ ମୁଖରେ ଭରିଲେ ଝରଇ ଅମୃତ ଝର

1    1.6K 9

ସ୍ବପ୍ନ

Others

କହନ୍ତି: ଭୋର ସମୟର ସ୍ବପ୍ନ ସତହୁଏ ମୁଁ କହେ ତାହା ଆମ ଅବଚେତନ ମନର ଅଭିବ୍ୟକ୍ତି

1    661 5