Minakshi Samal
Literary Colonel
AUTHOR OF THE YEAR 2019,2021 - NOMINEE

229
Posts
209
Followers
0
Following

Reader and writer in Story Mirror

Share with friends
Earned badges
See all

ନିଜେ କରୁଥାଏ ଦୋଷ ଦିଏ କିନ୍ତୁ ଉପଦେଶ ଆଖି ବୁଜି କ୍ଷୀର ଯେମନ୍ତେ ବିରାଡି ପିଅଇ ସର୍ବ ସମକ୍ଷ।

ବାପାରାଣ ଢ଼ିଙ୍କି ଗିଳ..... କ୍ଷମା କର, ସର୍ତ୍ତ ତୁମ ଅଟେ ଭୟଙ୍କର ଘୃଣ୍ୟ ତୁମ ସଂସ୍ପର୍ଶରୁ ହେଲି ମୁଁ ବାହାର।

History repeats itself.You never know the previous moment may become the history and would be repeated instantly.

Self motivation works wonders.

A ray of hope comes from the deadly adversities.

ଖାଦ୍ୟ ବିନା ପ୍ରାଣୀଙ୍କ ବଞ୍ଚିବା ଅସମ୍ଭବ ନଭୋଗନ୍ତୁ କେହି କେବେ ଖାଦ୍ୟର ଅଭାବ।

ସରଗଠୁ ଯାହା ଅଟଇ ସୁନ୍ଦର ଅଟେ ସିଏ ମୋର ଘର ପରଷ୍ପର ମଧ୍ୟେ ସ୍ନେହ ଆଉ ପ୍ରେମ ଥାଏ ଏଠି ନିରନ୍ତର।

କଲମର ବଳ ଅଟଇ ପ୍ରବଳ ଶୁଣ ଦେଇ ମନ କର୍ଣ୍ଣ କୋଟି କୋଟି ଜନ ମାନସ ମଧ୍ୟରେ ଆଣିଦିଏ ଜାଗରଣ।

ରାକ୍ଷୀ ସେତ ନୁହେଁ ସୁତା ଖିଅ ଟିଏ ଅଟେ ସମ୍ପର୍କର ଡୋର ଭାଇ ଭଉଣୀଙ୍କ ସ୍ନେହର ପ୍ରତୀକ ସେତୁ ଅଟେ ବନ୍ଧନର।


Feed

Library

Write

Notification
Profile