I'm Akhila and I love to read StoryMirror contents.
ଜଳକା ଟେ ହୋଇଥିବୁ ବା କରୁଥିବୁ ଚିତ୍କାର, ଶୁଖି ଯାଇଥିବ ଆଖି ବା ବହୁଥିବ ଲୁହଧାର । ଜଳକା ଟେ ହୋଇଥିବୁ ବା କରୁଥିବୁ ଚିତ୍କାର, ଶୁଖି ଯାଇଥିବ ଆଖି ବା ବହୁଥିବ ଲୁହଧାର ।
ସ୍ୱପ୍ନ ଦେଖିବାକୁ ଚାହିଁଥିଲି ମୁହିଁ
ବୁଜିବାକୁ ଟିକେ ଆଖି,
ସ୍ୱପ୍ନ ଆସିଗଲା ନିଜ ବାଟେ ଖାଲି
ଅନ୍ଧାର ରହିଲା... ସ୍ୱପ୍ନ ଦେଖିବାକୁ ଚାହିଁଥିଲି ମୁହିଁ
ବୁଜିବାକୁ ଟିକେ ଆଖି,
ସ୍ୱପ୍ନ ଆସିଗଲା ନିଜ ବାଟେ ...
ପୁଷ୍ପିତ ବସନ୍ତେ ଅବା କି ବେଦନା ପାଇ
ଝୁରେ କୋକିଳଟି ଆମ୍ର ଡାଳେ ଲୁଚି,
ରୋଦନ ବି ତାର ମିଠା ମିଠା ଲାଗେ,
ଯେ... ପୁଷ୍ପିତ ବସନ୍ତେ ଅବା କି ବେଦନା ପାଇ
ଝୁରେ କୋକିଳଟି ଆମ୍ର ଡାଳେ ଲୁଚି,
ରୋଦନ ବି ତାର ମ...
ଆଜି ଅନେକ ଦିନ ପରେ... କବିତା ଟେ ଲେଖିବାକୁ ଇଛା ହୁଏ, କିଛି ଆଶା, କିଛି ସ୍ମୃତି... ଗଲାଦିନ ଅନୁଭୂତି... ଆଜି ଅନେକ ଦିନ ପରେ... କବିତା ଟେ ଲେଖିବାକୁ ଇଛା ହୁଏ, କିଛି ଆଶା, କିଛି ସ୍ମୃତି... ଗଲାଦିନ ଅ...
ଅଭାଗା ହତଭାଗା ସତେ ଅବା ତଟିନୀ । ଗିରି ପରିତ୍ୟକ୍ତା ସାଗର ବିରହିଣି । ଅଭାଗା ହତଭାଗା ସତେ ଅବା ତଟିନୀ । ଗିରି ପରିତ୍ୟକ୍ତା ସାଗର ବିରହିଣି ।
ନିଶାର୍ଦ୍ଧେ ନିଦ୍ରା ଟୁଟେ
ନିର୍ଦୟୀ କେ କପଟେ
ପଲକେ ବାନ୍ଧି ଦିଏ
ଛବି ପଟେ ଦି ପଟେ ।। ନିଶାର୍ଦ୍ଧେ ନିଦ୍ରା ଟୁଟେ
ନିର୍ଦୟୀ କେ କପଟେ
ପଲକେ ବାନ୍ଧି ଦିଏ
ଛବି ପଟେ ଦି ପଟେ ।...
ତାତି ଖରା କାଳେ ଛାଇ ଭଳି ଶୀତଳ କରିଛ ମୋ ତନ ମନ, ଝାଞ୍ଜି କାଳେ ଜଳୁ ଥିବା ବେଳେ ବାହୁନି ଆଣ କି ଧୀର ପବନ । ତାତି ଖରା କାଳେ ଛାଇ ଭଳି ଶୀତଳ କରିଛ ମୋ ତନ ମନ, ଝାଞ୍ଜି କାଳେ ଜଳୁ ଥିବା ବେଳେ ବାହୁନି ଆଣ କି...
ଏଠି ବିଦ୍ରୋହ ର ସମ୍ଭାବନା ପ୍ରବଳ । ସାଗରର ସୀମା ଡେଇଁ ତରିବାକୁ ଚାହେଁ ମୀନ, ବେଦନାର ସୀମା ଡେଇଁ ଉଡିବାକୁ ଚାହେଁ ମନ ... ଏଠି ବିଦ୍ରୋହ ର ସମ୍ଭାବନା ପ୍ରବଳ । ସାଗରର ସୀମା ଡେଇଁ ତରିବାକୁ ଚାହେଁ ମୀନ, ବେଦନାର ସୀମା ଡେ...