I love to write..
ତୁମ ପ୍ରେମ, ତୁମ ସ୍ମୃତି ରଖିଛି ମୁଁ ସାଇତି , ଏଇ ଜୀବନ ଯିବ ମୋ ଚାଲି ... ତୁମ ପ୍ରେମ, ତୁମ ସ୍ମୃତି ରଖିଛି ମୁଁ ସାଇତି , ଏଇ ଜୀବନ ଯିବ ମୋ ଚାଲ...
ଏକା ଏକା ବସି, ତାରା ଗଣିବାର ବୃୃଥା ଚେଷ୍ଟା ପରା କରେ ଏକା ଏକା ବସି, ତାରା ଗଣିବାର ବୃୃଥା ଚେଷ୍ଟା ପରା କରେ
ସେଇ ସ୍ମୃତି ମୋ ହୃଦୟେ ,ଆଜି ବି ଅମର । ତୁମ ବିନା ଜୀବନଟା ଲାଗେ ଯେ ଅନ୍ଧାର ।। ସେଇ ସ୍ମୃତି ମୋ ହୃଦୟେ ,ଆଜି ବି ଅମର । ତୁମ ବିନା ଜୀବନଟା ଲାଗେ ଯେ ଅନ୍ଧାର ।।