Barsha Swain
Literary Colonel
AUTHOR OF THE YEAR 2021 - NOMINEE

95
Posts
2
Followers
1
Following

I'm Barsha and I love to read StoryMirror contents.

Share with friends
Earned badges
See all

ଜାଣିଥିଲି ସେ ଅଦିନ ମେଘ ଦିନେ ସେ ନିଜରାସ୍ତା ବାଛିନେବ, ତଥାପି ଭିଜିଲି ଆଖି ବୁଜି ଦେଲି ସବୁ ବୁଝି ନ ବୁଝିବା ପରି । ତମାମ ବୟସକୁ ଜାଳିଦେଲି ଦୀପଟିଏ କରି ଆୟୁଷକୁ ଜଳାଞ୍ଜଳି ଦେଇ ନିଜ କବର ନିଜେ ଖୋଳିଲି । ସମୟ ତାଳରେ ଋତୁ ଯେ ବଦଳେ ମଣିଷ ବଦଳିବା ଦେଖିଲି । ସେ ତ ଫେରିଲା ଫଗୁଣ ଫେରିଲା ସେତେବେଳକୁ ମୁଁ ମୋ ଅସ୍ତିତ୍ୱ ହରେଇ ବସିଥିଲି। ✍️ବର୍ଷା ସ୍ୱାଇଁ

ଆଜି ସେଇ ରାତି ଅଛି ଆଉ ଜହ୍ନ ବି, ହେଲେ ମଳିନ ! ଆଜି ବି ସେଇ ସ୍ୱପ୍ନ ଅଛି ଯାହା ଫିକା, ଆଉ ବାସ୍ତବତା ଅତି ନିଷ୍ଠୁର ! କେବଳ ଯାହା ଅଭାବ ରହିଛି ତାହା ତୁମର ଉପସ୍ଥିତି ???

କଣ ଖୋଜୁଥିଲ ? ଏକାନ୍ତରେ ଜ୍ଯୋସ୍ନାଭରା ରାତିରେ କିଛି ପାଇଲ ? ନା ହରେଇଲ .... ସେଇଟା ତୁମକୁ ଜଣା, କିନ୍ତୁ, ମୁଁ ସାଉଁଟୁଥିଲି ନିଜ ଓଢଣୀରେ ରୁପେଲି ଜ୍ୟୋତ୍ସ୍ନାର ଶୀତଳତା।

ମୁଁ ଅବବାହିକାର ବାଲିଗରଡା ଟିଏ ତୁମେ ନୀଳଦରିଆରେ ସାଇତାମୁକ୍ତା। ମୁଁ ଅମାନିଆ ବାରିଧାରାଟିଏ ତୁମେ ସଦା ଚିରସ୍ରୋତା । ତୁମେ ଆକାଶ ବକ୍ଷରେ ଦୀପ୍ତମାନ ତାରା ମୁଁ ସବୁଜ ଘାସର ଗାଲିଚା । ତୁମେ ଆକାର ବିହୀନ ଆଶାର ଆଲୋକ ମୁଁ ପ୍ରତିମୁହୂର୍ତ୍ତରେ ପ୍ରତିକ୍ଷିତା। ଆମେ ଦିହେଁ ବିପରୀତ ମୁଖ୍ଖୀ ଜଳଧାରା ଛେଦବିନ୍ଦୁ ଖୋଜି ଆତ୍ମହରା।

ତା ସହ ଆଜି ବି ଦେଖାହେଲା କିନ୍ତୁ ସେ ଏକ ଅଜଣା ରାଇଜରେ ଥିଲାପରି ମନେହେଲା ମୋ ତା ସହ ଦେଖା ହେବା ସତ କିନ୍ତୁ ତା ପାଇଁ ମିଛ ଆଜି ବି ସେ ସ୍ଥିର .... ଅଟଳ ଅଚଳ ମେରୁପରି ତାର ସେ ନୀରବ ଆଘାତରେ ସବୁଥର ପରି ଏଥର ବି ମୁଁ କ୍ଷକ୍ତାକ୍ତ। ମାତ୍ର ସେ ସବୁଥର ପରି ସେମିତି ନୀରବ।

ତମେ ମୋ ମଥାର ସିନ୍ଦୂର ତ ହେଇପାରିଲନି ହେଲେ ଏ ହୃଦୟର ସ୍ପନ୍ଦନ ହେଇ ରହିଗଲ ମୃତ୍ୟୁ ପୂର୍ବରୁ ବି ଶେଷ ଅନୁଭବ ତୁମର।

ଏ ବ୍ଯସ୍ତ ବହୁଳ ଜୀବନରୁ ଟିକେ ବିରତି ଚାହେଁ ସେଥିପାଇଁ ତ ମୁଁ ତୁମ ନିକଟକୁ ଧାଏଁ। ତୁମ ଫେନିଳ ତରଙ୍ଗରେ ଭିଜିବାକୁ ଚାହେଁ ....... ଆଉ ନିଜକୁ ହଜେଇଦେବାକୁ ତୁମ ଗୁଞ୍ଜରିତ ମୂର୍ଚ୍ଛନାରେ ଏଇ ବେଳାଭୂମିର ତୀରେ ।😍🌊🌊❤

Life is too short but you are ambitious then you don't get worried , keep trying to your best in your field. Then you see your life is too longer than you thought.

कभी किस्मत को दोष मत् देना इसिलिए की तुम् जिसको पसन्द करती हो उनसे तूम् नहीं मिलपाए क्यूँ की किस्मत हमे उनसे मिलाति हे यो हमारेलिए सही है अर हमारे लिए बना है। ये जरुरी नहीं है कि हम जिसे पसन्द करते हैं ओ हमे मिले।


Feed

Library

Write

Notification
Profile