STORYMIRROR
ମୁଁ...
ମୁଁ ଅବବାହିକାର...
ମୁଁ...
“
ମୁଁ ଅବବାହିକାର ବାଲିଗରଡା ଟିଏ
ତୁମେ ନୀଳଦରିଆରେ ସାଇତାମୁକ୍ତା।
ମୁଁ ଅମାନିଆ ବାରିଧାରାଟିଏ
ତୁମେ ସଦା ଚିରସ୍ରୋତା ।
ତୁମେ ଆକାଶ ବକ୍ଷରେ ଦୀପ୍ତମାନ ତାରା
ମୁଁ ସବୁଜ ଘାସର ଗାଲିଚା ।
ତୁମେ ଆକାର ବିହୀନ ଆଶାର ଆଲୋକ
ମୁଁ ପ୍ରତିମୁହୂର୍ତ୍ତରେ ପ୍ରତିକ୍ଷିତା।
ଆମେ ଦିହେଁ ବିପରୀତ ମୁଖ୍ଖୀ ଜଳଧାରା
ଛେଦବିନ୍ଦୁ ଖୋଜି ଆତ୍ମହରା।
”
24
More oriya quote from Barsha Swain
Download StoryMirror App