STORYMIRROR
ଆଜି ସେଇ ରାତି...
ଆଜି ସେଇ ରାତି...
ଆଜି ସେଇ...
“
ଆଜି ସେଇ ରାତି ଅଛି
ଆଉ ଜହ୍ନ ବି, ହେଲେ ମଳିନ !
ଆଜି ବି ସେଇ ସ୍ୱପ୍ନ ଅଛି
ଯାହା ଫିକା, ଆଉ ବାସ୍ତବତା ଅତି ନିଷ୍ଠୁର !
କେବଳ ଯାହା ଅଭାବ ରହିଛି
ତାହା ତୁମର ଉପସ୍ଥିତି ???
”
26
More oriya quote from Barsha Swain
Download StoryMirror App