STORYMIRROR
ଏ...
ଏ ବ୍ଯସ୍ତ ବହୁଳ...
ଏ ବ୍ଯସ୍ତ...
“
ଏ ବ୍ଯସ୍ତ ବହୁଳ ଜୀବନରୁ
ଟିକେ ବିରତି ଚାହେଁ
ସେଥିପାଇଁ ତ ମୁଁ
ତୁମ ନିକଟକୁ ଧାଏଁ।
ତୁମ ଫେନିଳ ତରଙ୍ଗରେ
ଭିଜିବାକୁ ଚାହେଁ .......
ଆଉ ନିଜକୁ ହଜେଇଦେବାକୁ
ତୁମ ଗୁଞ୍ଜରିତ ମୂର୍ଚ୍ଛନାରେ
ଏଇ ବେଳାଭୂମିର ତୀରେ ।😍🌊🌊❤
”
31
More oriya quote from Barsha Swain
Download StoryMirror App