I'm Pranati and I love to read StoryMirror contents.
Share with friends
ଭୂସ୍ବର୍ଗ ସରଗ ରାଇଜେ ଦେବଙ୍କର ବାସ ଦେଖିବାକୁ ସର୍ବେ ତତ୍ପର, ଅଧ୍ୟୟନ ଅଧ୍ୟାପନ ତପ ଧ୍ୟାନ ଜପେ ବିତେ ଦିନ ତାଙ୍କର, ସତେ ଏ ଭୂସ୍ବର୍ଗ କାଶ୍ମୀର ଧର୍ମ ନାମେ ଆଜି କଳଙ୍କ ଲଗାଇ ହୋଲି ଖେଳନ୍ତି ରକ୍ତର ।ପ୍ରଣତି

ଭାରତୀ ବନ୍ଦନା ଜନ ଗଣ ମନ ଲେଖି ଦେଇଛନ୍ତି ଗାଉଛନ୍ତି ସୁତାସୁତ, ଧନ୍ୟ ଏ ମାଟିର ସୁଯୋଗ୍ୟ ପ୍ରତିଭୂ ଧନ୍ୟ ବର୍ଷ ମୋ ଭାରତ।ପ୍ରଣତି

କବି କବି କବିତାରେ ଆଙ୍କୁଥାଏ ଛବି ସପନ ଦେଖଇ ନିତି ନବ ରବି ଭାବନାରେ ବଞ୍ଚି ବାରତା ବାଣ୍ଟଇ ସମାଜ ଚିନ୍ତନେ ଦିନକୁ ବିତାଇ।
ଭୂସ୍ବର୍ଗ ସରଗ ରାଇଜେ ଦେବଙ୍କର ବାସ ଦେଖିବାକୁ ସର୍ବେ ତତ୍ପର, ଅଧ୍ୟୟନ ଅଧ୍ୟାପନ ତପ ଧ୍ୟାନ ଜପେ ବିତେ ଦିନ ତାଙ୍କର, ସତେ ଏ ଭୂସ୍ବର୍ଗ କାଶ୍ମୀର ଧର୍ମ ନାମେ ଆଜି କଳଙ୍କ ଲଗାଇ ହୋଲି ଖେଳନ୍ତି ରକ୍ତର ।ପ୍ରଣତି
ଜୟ ଶ୍ରୀଗୁରୁଦେବ ଗୁରୁ ମୋର ମାତା ଗୁରୁ ମୋର ପିତା ଗୁରୁ ହିଁ ପ୍ରାଣ ସ୍ପନ୍ଦନ, ଆଜିର ପବିତ୍ର ଗୁରୁ ଦିବସ ରେ ଶୁଭେଚ୍ଛା ଓ ଶୁଭାଭିନନ୍ଦନ। ପ୍ରଣତି