STORYMIRROR
ଆମରି...
ଆମରି ଦେଶର ଯେ...
ଆମରି ଦେଶର...
“
ଆମରି ଦେଶର ଯେ ମହାନାୟକ
ବିଶ୍ବସ୍ରଷ୍ଟା ମହାବାହୁ
ତାଙ୍କ ନାମ ଧରି ସବୁରି କାର୍ଯ୍ୟରେ
ସଫଳତା ମିଳୁଥାଉ,
ତାଙ୍କର ଆଶୀଷ ଥାଉ
ସେ ଆଶୀଷ ବଳେ ଏ ଜଗତ ଜନ
ଅସାଧ୍ୟ ସାଧନ କରୁଥାଉ ।
ପ୍ରଣତି।
”
14
More oriya quote from Pranati Mahapatra
Download StoryMirror App