ନିମ୍ନ ସର୍ତ୍ତାବଳୀ ଉପରେ ଆପଣଙ୍କ କବିତା ଆଧାରିତ ହେବା ଉଚିତ :
- କେବଳ କବିତା ହିଁ ଗ୍ରହଣୀୟ ହେବ ।
- କବିତା ବିଷୟ ଆଧାରିତ ହେବା ବାଧ୍ୟତାମୂଳକ ନୁହେଁ । କବି ନିଜସ୍ବ କବିତା ଦାଖଲ କରିପାରିବେ । କିନ୍ତୁ ସ୍ଵତନ୍ତ୍ର ପୁରସ୍କାର ପାଇଁ ଆପଣଙ୍କୁ ସେହି କବିତାକୁ ଆଧାର କରି ନିଜ କବିତା ପ୍ରସ୍ତୁତ କରିବାକୁ ହେବ ।
- ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
- କବିତା ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
- କବିତା (୧୦୦ ଶବ୍ଦ)ରୁ ଅଧିକ ହୋଇଥିବ ।
- ପ୍ରତିଯୋଗିତାରେ ନିଜର ମୌଳିକ କବିତା ଦାଖଲ କରିବା ଗ୍ରହଣୀୟ ହେବ ।
- କବିତା ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
- ମଞ୍ଚରେ ପୂର୍ବରୁ ଉପଲବ୍ଧ କବିତା ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
- ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
- ପ୍ରବନ୍ଧ/ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ।