STORYMIRROR

#କବିତା କାନନ

SEE WINNERS

Share with friends

ବିଜେତାମାନେ ନିମ୍ନ ପ୍ରଦତ୍ତ ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହେବେ :

  • ଯେଉଁ କବିମାନେ ୩୦ରୁ ଊର୍ଦ୍ଧ୍ଵ କବିତା ଦାଖଲ କରିବେ ତାଙ୍କୁ ସ୍ଵତନ୍ତ୍ର ମାନପତ୍ର ସହ ତାଙ୍କ କବିତାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।
  • ସମୁଦାୟ ୧୦ରୁ ଅଧିକ ସଂଖ୍ୟକ କବିତା ଦାଖଲ କରିଥିବା କବିଙ୍କୁ ସ୍ୱତନ୍ତ୍ର ମାନପତ୍ର ସହ ୧୫୦ ଟଙ୍କାର ରିହାତି ଭାଉଚର୍ ପ୍ରଦାନ କରାଯିବ ।
  • ସମସ୍ତଙ୍କୁ ଅଂଶଗ୍ରହଣ ଇ-ମାନପତ୍ର ପ୍ରଦାନ କରାଯିବ।

ସ୍ଵତନ୍ତ୍ର ପୁରସ୍କାର : ପ୍ରତିଯୋଗିତାର ଅନ୍ତିମ ଭାଗରେ (୨୩ ରୁ ୩୦) ମଧ୍ୟରେ ପ୍ରସ୍ତାବିତ କବିତା ଉପରେ ଯେଉଁ କବିମାନେ ନିଜ କବିତା ଦାଖଲ କରିବେ ସେମାନଙ୍କୁ ସ୍ଵତନ୍ତ୍ର ଭାବେ ସେହି କବିଙ୍କର ଏକ କବିତା ପୁସ୍ତକ ଉପହାର ସ୍ବରୂପ ପ୍ରଦାନ କରାଯିବ। ଏହି ପର୍ଯ୍ୟାୟରେ ଆମେ ଷ୍ଟୋରିମିରର୍ ଦ୍ଵାରା ପ୍ରକାଶିତ ଚାରିଜଣ କବିଙ୍କର କବିତା ପୁସ୍ତକରୁ ସମୁଦାୟ ଆଠ (ଜଣଙ୍କଠୁ ଦୁଇଟି କବିତା) ଗ୍ରହଣ କରିବୁ । ଯେଉଁ କବିଙ୍କ କବିତା (ପ୍ରତି ଦୁଇ ଦିନ ପାଇଁ ଜଣେ କବିଙ୍କ କବିତା ପୁସ୍ତକ ଉପସ୍ଥାପିତ ହେବ)ରେ ଆପଣ ବିଜୟୀ ହେବେ ଆପଣଙ୍କୁ ସେହି କବିଙ୍କ ଏକ କବିତା ଉପହାର ଭାବେ ପ୍ରଦାନ କରାଯିବା ସହ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବ । 

ସ୍ଵତନ୍ତ୍ର ପୁରସ୍କାର ନିମନ୍ତେ ବିଚାରକ ମଣ୍ଡଳୀ : 

  • ଶରତ କୁମାର ଦାସ ('ଭିଜମାଟିର ବାସ୍ନା' କବିତା ସଙ୍କଳନର କବି)
  • ସତ୍ୟ ପ୍ରକାଶ ସେଠୀ ('ମନ ପାରା' କବିତା ସଙ୍କଳନର କବି)
  • ବାମନ ଚନ୍ଦ୍ର ଦୀକ୍ଷିତ ('ତଥାପି ଜୀବନ' କବିତା ସଙ୍କଳନର କବି)
  • ବିଜୟ ପୃଷ୍ଟି ('ବର୍ଷା' କବିତା ସଙ୍କଳନର କବି)