Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#WriteWithPride

SEE WINNERS

Share with friends

ଆମେ ସମସ୍ତେ ଜାଣୁ ଯେ ଜୁନ୍ ହେଉଛି LGBTQ+ ସ୍ୱରକୁ ଉତ୍ସର୍ଗୀକୃତ ମାସ, ଯାହାକୁ ଗର୍ବ ମାସ ବୋଲି କୁହାଯାଏ । କିନ୍ତୁ ଆପଣ ଜାଣନ୍ତି କାହିଁକି ଆମର ଏଇ ମାସ ସମାଜ ପାଇଁ ଉତ୍ସର୍ଗୀକୃତ?

୧୯୬୯ ମସିହାରେ (ଜୁନ୍), ଆମେରିକା ଏବଂ ସମଲିଙ୍ଗୀ ଅଧିକାର କର୍ମୀଙ୍କ ମଧ୍ୟରେ ବିଶାଳ ଦଙ୍ଗା ଓ ସଂଘର୍ଷର ସାକ୍ଷୀ ହୋଇଥିଲା । ଏହି ଘଟଣାକୁ ସ୍ମରଣ କରିବା ପାଇଁ ଷ୍ଟୋନୱାଲ୍ ଦଙ୍ଗା ଭାବରେ ମଧ୍ୟ ଜଣାଶୁଣା ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍ ଜୁନ୍ କୁ "ସମଲିଙ୍ଗୀ ଏବଂ ଲେସବିୟାନ୍ ଗର୍ବ ମାସ" ଘୋଷଣା କରିଥିଲେ । ରାଷ୍ଟ୍ରପତି ଜୋ ବିଡେନ ୨୦୨୧ରେ ଜୁନ୍ LGBTQ+କୁ ଏକ ଗର୍ବ ମାସ ଭାବେ ଘୋଷଣା କରିଥିଲେ ।

ସେବେଠାରୁ LGBTQ+ ସମ୍ପ୍ରଦାୟ ଅନେକ ସଂଘର୍ଷ ଏବଂ ଆହ୍ୱାନର ସମ୍ମୁଖୀନ ହୋଇଛି । ତଥାପି, ଏହା ମଧ୍ୟ ଅନେକ ବିଜୟ ଏବଂ ସଫଳତାର ସାକ୍ଷୀ ହୋଇଛି । ଏହି ଗର୍ବ ମାସ, ଆମେ ଷ୍ଟୋରୀମିରର୍ ରେ LGBTQ+ ସମ୍ପ୍ରଦାୟର ସମସ୍ତ ସଫଳତାର କାହାଣୀକୁ ସମଗ୍ର ବିଶ୍ୱରେ ବିସ୍ତାର କରିବାର ନିଷ୍ପତ୍ତି ଗ୍ରହଣ କରିଛୁ! ଆପଣ ଆମକୁ ସାହାଯ୍ୟ କରିବାକୁ ଆଗେଇ ଆସିବେ କି ?

ଷ୍ଟୋରୀମିରର୍ #WriteWithPride ଉପସ୍ଥାପନ କରେ, ଏକ ଲେଖା ପ୍ରତିଯୋଗିତା ଯାହା ସମସ୍ତଙ୍କ ପାଇଁ ପ୍ରେମ, ଗ୍ରହଣୀୟତା ଏବଂ ସହାନୁଭୂତି ପାଳନ କରିଥାଏ, ଏ ବିଷୟ ଆଧାରିତରେ କୌଣସି ବ୍ୟତିକ୍ରମ ଯେମିତି ନଥାଏ ।

ଆପଣ ନିଜର ସଫଳତାର କାହାଣୀ କିମ୍ବା ଆପଣ ଜାଣିଥିବା ବ୍ୟକ୍ତିଙ୍କ କାହାଣୀ ଲେଖିପାରିବେ । ଆସନ୍ତୁ ହୃଦୟଙ୍ଗମ କରିବା କଲମଟି କେତେ ଶକ୍ତିଶାଳୀ ହୋଇପାରେ ।

ଲିଖନ ବିଷୟ :

  • ଏକ ଖୁସି ନଥିବା ପାରମ୍ପାରିକ ଦମ୍ପତିଙ୍କ ଅଧାରକରି ଏକ କାହାଣୀ / କବିତା ଲେଖନ୍ତୁ । #TogetherWeRise
  • ପରିବାର / ସମାଜର ଗ୍ରହଣଶୀଳତାକୁ ନେଇ ଏକ କାହାଣୀ / କବିତା ଲେଖ । #ReflectionsofPride
  • ସଫଳ ଅଣ-ପାରମ୍ପାରିକ ବିବାହ ବିଷୟରେ ଏକ କାହାଣୀ / କବିତା ଲେଖ । #FreedomtoLoveandMarry

ନିୟମ:

  • ଅଂଶଗ୍ରହଣକାରୀମାନେ କେବଳ ଆମକୁ ଗର୍ବିତ କରୁଥିବା ସଂସ୍କୃତିର ଆଧାରରେ ହିଁ ସେମାନଙ୍କର ଲେଖା ଦାଖଲ କରିବା ଉଚିତ୍ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ କବିତା / କାହାଣୀ ଉପସ୍ଥାପନ କରିବା ଉଚିତ୍ |
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ୍ । ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।
  • କୌଣସି ଶବ୍ଦ ସୀମା ନାହିଁ ।
  • ଇ-ମେଲ ଉପରେ କିମ୍ବା ହାର୍ଡ କପି ଭାବରେ କିମ୍ବା ପ୍ରତିଯୋଗୀତା ଲିଙ୍କ ବ୍ୟବହାର ନକରି ଯେକୌଣସି ଦାଖଲ ପ୍ରତିଯୋଗିତା ପାଇଁ ଯୋଗ୍ୟ ହେବ ନାହିଁ ।
  • କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ଶ୍ରେଣୀଗୁଡିକ:

କାହାଣୀ, କବିତା

ଭାଷା: ଇଂରାଜୀ, ହିନ୍ଦୀ, ମରାଠୀ, ଗୁଜରାଟୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗାଳୀ ।

ପୁରସ୍କାର:

  • ପ୍ରତ୍ୟେକ ଭାଷା ଏବଂ ବର୍ଗର ଶ୍ରେଷ୍ଠ ୨ଜଣ ଅଂଶଗ୍ରହଣକାରୀ, ଯେଉଁମାନେ ସମସ୍ତ ଲିଖନ ବିଷୟ ଉପରେ ଲେଖା ଦାଖଲ କରନ୍ତି, ସେମାନଙ୍କୁ ଷ୍ଟୋରୀମିରର୍ ଦ୍ୱାରା ଗୋଟିଏ ମାଗଣା ଏକ ପୁସ୍ତକ ଦିଆଯିବ ।
  • ସମସ୍ତ ଅଂଶଗ୍ରହଣକାରୀ ଏକ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।
  • ଶ୍ରେଷ୍ଠ ୩୦ ବିଜେତା ପ୍ରତ୍ୟେକ ଭାଷା ଏବଂ ବର୍ଗରେ ଷ୍ଟୋରୀମିରର୍ ଦ୍ୱାରା ଏକ ଇ-ବୁକ୍ ରେ ପ୍ରକାଶିତ ହେବେ । ଜିତିବା ପାଇଁ ବିବେଚନା କରାଯାଉଥିବା ମୂଲ୍ୟାଙ୍କନ ଆଧାର ହେଉଛି ଆମର ସମ୍ପାଦକୀୟ ଦଳ ଦ୍ୱାରା ପ୍ରଦତ୍ତ ସମ୍ପାଦକୀୟ ସ୍କୋର ।

ଦାଖଲ ଅବଧି: ୧୮ ଜୁନ୍ 2022 ରୁ ୧୮ ଜୁଲାଇ ୨୦୨୨

ଫଳାଫଳ: ଅଗଷ୍ଟ ୧୮, ୨୦୨୨

ଯୋଗାଯୋଗ:

ଇମେଲ୍: neha@storymirror.com 

ଫୋନ୍ ନମ୍ବର: +91 9372458287 / 022-49240082

ହ୍ବାଟସ୍ ଆପ୍: +91 84528 04735