ଚଳିତ ବର୍ଷଟି ସରିବାକୁ ଯାଉଅଛି !!
ଏହି ବର୍ଷ ଯେଉଁ ପ୍ରିୟଜନ ଏବଂ ବିଷୟ ରାଜି ଆପଣଙ୍କୁ ସାହାଯ୍ୟ କରିଛନ୍ତି ସେମାନଙ୍କ ପାଇଁ ଗୋଟିଏ କୋଟ୍ ଉତ୍ସର୍ଗ କରନ୍ତୁ ।
ଭାଗ ନିଅନ୍ତୁ ଷ୍ଟୋରିମିରରର Quote Yardରେ
ସାପ୍ତାହିକ ବିଷୟର ସୂଚୀ ପ୍ରତ୍ୟେକ ରବିବାର ଦିନ ପ୍ରଦାନ କରାଯିବ । 31 ଦିନ ପାଇଁ ପ୍ରତ୍ୟେକ ଦିନ କୋଟ୍ ଦାଖଲ କରନ୍ତୁ ଏବଂ ଗୋଟିଏ ପୁସ୍ତକ ବିନା ମୂଲ୍ୟରେ ଉପହାର ନିଅନ୍ତୁ ।
ନିୟମ :
- ବିଷୟ ପ୍ରତ୍ୟେକ ସପ୍ତାହ ଦିଆଯିବ । ଆମେ ଆପଣଙ୍କୁ ତାରିଖ ଅନୁସାରେ ପ୍ରଦତ୍ତ ବିଷୟ ଉପରେ ହିଁ ନିଜର କୃତି ଦାଖଲ କରିବାକୁ ପରାମର୍ଶ କରୁଅଛୁ ।
- ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
- କୋଟ୍ ଆଦି ପ୍ରତିଯୋଗିତା ଲିଙ୍କ ମଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
- କୋଟ୍ ଆଦି ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
- ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
ପୁରସ୍କାର :
- ଯଦି ଆପଣ ପ୍ରତ୍ୟେକ ଦିନ ଗୋଟିଏ କୋଟ୍ ଦାଖଲ କରନ୍ତି ତେବେ ବିନା ମୂଲ୍ୟରେ ଏକ ପୁସ୍ତକ ପ୍ରଦାନ କରାଯିବ ।
- ଦୟାକରି ଧ୍ୟାନଦିଅନ୍ତୁ, ଆପଣଙ୍କୁ ପ୍ରଦାନ କରାଯାଇଥିବା ଦୈନିକ ବିଷୟ ଅନୁସାରେ ନିଜର କୃତି ଦାଖଲ କରିବା ଅନିବାର୍ଯ୍ୟ ।
- ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯିବ ।
ଯୋଗ୍ୟତା :
ଏହି ପ୍ରତିଯୋଗିତାଟି 1 ଡିସେମ୍ବର 2019 ରୁ 31 ଡିସେମ୍ବର 2019 ପର୍ଯ୍ୟନ୍ତ ଚାଲିବ ।
ମାଗଣା ପୁସ୍ତକ ନିମନ୍ତେ ପ୍ରତିଯୋଗୀଙ୍କ ସଂକ୍ଷିପ୍ତ ସୂଚୀ 15 ଜାନୁୟାରୀ 2020 ରେ ଘୋଷଣା କରାଯିବ ।
ବିଷୟ ପ୍ରକାର - କୋଟ୍
ଯୋଗାଯୋଗ କରନ୍ତୁ - marketing@storymirror.com / 022-49240082 / 022-49243888