ନିମ୍ନ ସର୍ତ୍ତାବଳୀ ଉପରେ ଆପଣଙ୍କ ଗଳ୍ପ ଆଧାରିତ ହେବା ଉଚିତ :
- କେବଳ ଗଳ୍ପ ହିଁ ଗ୍ରହଣୀୟ ହେବ ।
- ଗୋଟିଏ ବିଷୟ ଦୁଇଦିନ ପର୍ଯ୍ୟନ୍ତ ବିଷୟ ଭାବେ ପ୍ରଦତ୍ତ ହେବ ।
- ଗଳ୍ପ ବିଷୟ ଆଧାରିତ ହେବା ବାଧ୍ୟତାମୂଳକ ନୁହେଁ । କବି ନିଜସ୍ବ ଗଳ୍ପ ଦାଖଲ କରିପାରିବେ । କିନ୍ତୁ ସ୍ଵତନ୍ତ୍ର ପୁରସ୍କାର ପାଇଁ ଆପଣଙ୍କୁ ସେହି ଗଳ୍ପକୁ ଆଧାର କରି ନିଜ ଗଳ୍ପ ପ୍ରସ୍ତୁତ କରିବାକୁ ହେବ ।
- ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
- ଗଳ୍ପ ପ୍ରତିଯୋଗିତା ଲିଙ୍କ୍ ମାଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
- ଗଳ୍ପ (୨୫୦ ଶବ୍ଦ)ରୁ ଅଧିକ ହୋଇଥିବ ।
- ପ୍ରତିଯୋଗିତାରେ ନିଜର ମୌଳିକ ଗଳ୍ପ ଦାଖଲ କରିବା ଗ୍ରହଣୀୟ ହେବ ।
- ଗଳ୍ପ ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
- ମଞ୍ଚରେ ପୂର୍ବରୁ ଉପଲବ୍ଧ ଗଳ୍ପ ଆଦିକୁ ପୁନଃଦାଖଲ କରିବା ଗ୍ରହଣୀୟ ହେବ ନାହିଁ ।
- ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
- ପ୍ରବନ୍ଧ/ରଚନା ଆଦି ଦାଖଲ କରିବା ଗ୍ରହଣୀୟ ହେବ ନାହିଁ।