ବିଜେତାମାନେ ନିମ୍ନ ପ୍ରଦତ୍ତ ପୁରସ୍କାର ନିମନ୍ତେ ଯୋଗ୍ୟ ବିବେଚିତ ହେବେ :
ସ୍ଵତନ୍ତ୍ର ପୁରସ୍କାର : ପ୍ରତିଯୋଗିତାର ଅନ୍ତିମ ଭାଗରେ (ଜୁନ ୩୦ ରୁ ଜୁଲାଇ ୫) ମଧ୍ୟରେ ପ୍ରସ୍ତାବିତ ଗଳ୍ପାଂଶ ଉପରେ ଯେଉଁ ଲେଖକମାନେ ନିଜ ଗଳ୍ପ ଦାଖଲ କରିବେ ସେମାନଙ୍କୁ ସ୍ଵତନ୍ତ୍ର ଭାବେ ସେହି ଲେଖକଙ୍କର ଏକ ଗଳ୍ପ ପୁସ୍ତକ ଉପହାର ସ୍ବରୂପ ପ୍ରଦାନ କରାଯିବ। ଏହି ପର୍ଯ୍ୟାୟରେ ଆମେ ଷ୍ଟୋରିମିରର୍ ଦ୍ଵାରା ପ୍ରକାଶିତ ତିନିଜଣ ଲେଖକଲେଖିକାଙ୍କର ଗଳ୍ପ ପୁସ୍ତକରୁ ସମୁଦାୟ ତିନିଟି ଗଳ୍ପ (ଜଣଙ୍କଠୁ ଗୋଟିଏ ଗଳ୍ପ) ଗ୍ରହଣ କରିବୁ । ଯେଉଁ ଲେଖକଙ୍କ ଗଳ୍ପ (ପ୍ରତି ଦୁଇ ଦିନ ପାଇଁ ଜଣେ ଲେଖକଙ୍କ ଗଳ୍ପ ପୁସ୍ତକ ଉପସ୍ଥାପିତ ହେବ)ରେ ଆପଣ ବିଜୟୀ ହେବେ ଆପଣଙ୍କୁ ସେହି ଲେଖକଙ୍କ ଏକ ଗଳ୍ପ ପୁସ୍ତକ ଉପହାର ଭାବେ ପ୍ରଦାନ କରାଯିବା ସହ ସ୍ଵତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
ସ୍ଵତନ୍ତ୍ର ପୁରସ୍କାର ନିମନ୍ତେ ବିଚାରକ ମଣ୍ଡଳୀ :