Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#Author of the Month - February

SEE WINNERS

Share with friends

ଷ୍ଟୋରୀମିରର୍ ଲେଖକମାନଙ୍କ ପାଇଁ ଏକ ନୂତନ ସ୍ୱୀକୃତି ନେଇଆସିଛି - "ମାସର ଶ୍ରେଷ୍ଠ ଲେଖକ", ଯାହା ଲେଖକଙ୍କ କୃତିକୁ ଆଧାର କରି ନିର୍ଦ୍ଦିଷ୍ଟ ଭାବରେ ସ୍ଥିର ହେବ ।

ପ୍ରତ୍ୟେକ ମାସରେ, ଆମେ ଲେଖକମାନଙ୍କ ପାଇଁ ଏକ ନୂତନ ପ୍ରତିଯୋଗିତା ଆରମ୍ଭ କରିବୁ, ଯାହାର ବିଷୟବସ୍ତୁ ପୂର୍ବ ମାସରୁ ଆମର ସମ୍ପାଦନା ମଣ୍ଡଳୀ ଦ୍ୱାରା ଚୟନ କରାଯିବ । ଏହି ପ୍ରତିଯୋଗିତା କେବଳ ଏହି ଲେଖକମାନଙ୍କ ପାଇଁ ଖୋଲା ଅଛି ।

ପ୍ରତିଯୋଗିତା ୧୫ ଦିନ ପାଇଁ ଖୋଲା ରହିବ ଏବଂ ପ୍ରତିଯୋଗିତା ଅଧୀନରେ ତୁମର ସର୍ବୋତ୍ତମ ସାହିତ୍ୟ କୃତି ଦାଖଲ କରିବାକୁ ପଡିବ ।


ଭାଷା: ଇଂରାଜୀ, ହିନ୍ଦୀ, ଗୁଜୁରାଟୀ, ବେଗାଲୀ, ଓଡିଆ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ୍ 


ଲିଖନ ବିଭାଗ : କାହାଣୀ ଏବଂ କବିତା


ନିୟମ:

  • ଧାରା ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  • ସମ୍ପାଦକୀୟ ମୂଲ୍ୟାଙ୍କନ ଏବଂ ଶବ୍ଦ ଗଣନା ଉପରେ ଆଧାର କରି ବିଜେତାମାନଙ୍କୁ ସ୍ଥିର କରାଯିବ ।
  • ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ବିଷୟବସ୍ତୁ ଦାଖଲ କରିବା ଉଚିତ । ଯାହା ଅନ୍ୟ କୌଣସି ମଞ୍ଚରେ ଆଗରୁ ଦାଖଲ ହୋଇଥିବା ଉଚିତ୍ ନୁହେଁ ।
  • ଆପଣ ଦାଖଲ କରୁଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।
  • କୌଣସି ଶବ୍ଦ ସୀମା ନାହିଁ ।
  • ଇ-ମେଲ କିମ୍ବା ହାର୍ଡ-କପି କିମ୍ବା ପ୍ରତିଯୋଗୀତା ଲିଙ୍କ ବ୍ୟବହାର ନକରି କୌଣସି ଦାଖଲ ପ୍ରବେଶ ପାଇଁ ଯୋଗ୍ୟ ହେବ ନାହିଁ ।



ବିଜେତା:

ପ୍ରତ୍ୟେକ ଭାଷାର ପ୍ରତ୍ୟେକ ବର୍ଗରେ ଜଣେ ବିଜେତାଙ୍କୁ “ମାସର ଶ୍ରେଷ୍ଠ ଲେଖକ” ଭାବେ ଘୋଷଣା କରାଯିବ ।


ପୁରସ୍କାର:

  • ପ୍ରତ୍ୟେକ ବର୍ଗର ବିଜେତାମାନେ “ବର୍ଷର ଶ୍ରେଷ୍ଠ ଲେଖକ” ଭାବରେ ମନୋନୀତ ହେବେ ।
  • ଷ୍ଟୋରୀମିରର୍ “ୱାଲ୍ ଅଫ୍ ଫେମ୍”ରେ ନାମ ପ୍ରଦର୍ଶିତ ହେବ ।
  • ବିଜେତା ପାଇଁ ଇ-ମାନପତ୍ର ପ୍ରଦାନ କରାଯିବ ।
  • ସ୍ଵର୍ଣ୍ଣ ସଦସ୍ୟତା ଏବଂ ଷ୍ଟୋରୀମିରର୍ ସପ୍ ଭାଉଚର ମୂଲ୍ୟ ୨୦୦ ଟଙ୍କାର ପ୍ରଦାନ କରାଯିବ ।
  • ପ୍ରତ୍ୟେକ ବର୍ଗରେ ବିଜେତାଙ୍କ କୃତି ମାସିକ ଇ-ପୁସ୍ତକରେ ପ୍ରକାଶିତ ହେବ ।