STORYMIRROR

#ପାର୍ବଣ ୨୦୨୨

SEE WINNERS

Share with friends

ସର୍ତ୍ତାବଳୀ :

କେବଳ କବିତା ଓ କାହାଣୀ ହିଁ ଗ୍ରହଣୀୟ ।

ଲେଖା ପ୍ରସ୍ତୁତ ପାଇଁ କୌଣସି ସ୍ବତନ୍ତ୍ର ଶୈଳୀ ବା ବିଷୟ ବାଧ୍ୟତାମୂଳକ ନୁହଁ । ଆପଣ ନିଜ ଇଚ୍ଛା ଅନୁସାରେ ଲେଖା ଦାଖଲ କରିପାରିବେ ।

ଲେଖା ସମ୍ପୂର୍ଣ୍ଣ ଭାବରେ ନିଜସ୍ୱ ହୋଇଥିବା ଆବଶ୍ୟକ ।

କବିତାଟି ୧୫୦-୨୫୦ ଶବ୍ଦ ମଧ୍ୟରେ କିମ୍ବା ଅଧିକ ହୋଇଥିବା ଅବଶ୍ୟକ ।

କାହାଣୀଟି ୩୦୦-୫୦୦ ଶବ୍ଦ ମଧ୍ୟରେ କିମ୍ବା ଅଧିକ ହୋଇଥିବା ଅବଶ୍ୟକ ।

ଯେ କୌଣସି ଲେଖା ଆପଣ ପ୍ରଦାନ କରିପାରିବେ ।

ଲେଖା ସଂଖ୍ୟାରେ କୌଣସି ସୀମା ନାହିଁ ।

ସମ୍ପାଦକଙ୍କ ମୂଲ୍ୟାଙ୍କନ ନମ୍ବରକୁ ଆଧାର କରି ଲେଖାଟି ଇ-ପତ୍ରିକା ପାଇଁ ନିର୍ବାଚିତ ହେବ ।

ଯଦି ଜଣେ ଲେଖକଙ୍କ କାହାଣୀ ପତ୍ରିକା ପାଇଁ ସ୍ୱତଃ ନିର୍ବାଚିତ ହୋଇ ନ ଥିବ କିନ୍ତୁ ସେ ୨୦ରୁ ଅଧିକ ଲେଖା ଦାଖଲ ଓ କବିତା ୫୦ରୁ ଅଧିକ ଲେଖା ଦାଖଲ କରିଥିବେ କରିଥିବେ ତେବେ ତାଙ୍କ ସର୍ଜନ ଦକ୍ଷତାକୁ ସମ୍ମାନ ଜଣେଇ ତାଙ୍କ ଦ୍ୱାରା ଦାଖଲ ହୋଇଥିବା ଯେକୌଣସି ଏକ ଲେଖାକୁ ଆମେ ପତ୍ରିକାରେ ସ୍ଥାନ ଦେବୁ ।

ଲେଖା ଦାଖଲ ସମୟରେ ଏହାର ସାଧାରଣ ତ୍ରୁଟିବିଚ୍ୟୁତି ଉପରେ ଧ୍ୟାନ ଦେବେ ।

ଷ୍ଟୋରିମିରର୍ ର ନିଷ୍ପତ୍ତି ସମସ୍ତଙ୍କ ପାଇଁ ଅନ୍ତିମ ନିଷ୍ପତ୍ତି ହେବ ।