ପୁରସ୍କାର :
କାହାଣୀ :
ନିର୍ବାଚିତ ଶ୍ରେଷ୍ଠ ୩୦ଟି କାହାଣୀକୁ 'ପାର୍ବଣ' ପୂଜା ଇ-ପତ୍ରିକାରେ ସ୍ଥାନିତ କରାଯିବ ।
ସମସ୍ତ ନିର୍ବାଚିତ ସ୍ରଷ୍ଟାଙ୍କୁ ଏକ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
କବିତା :
ନିର୍ବାଚିତ ଶ୍ରେଷ୍ଠ ୫୦ଟି କବିତାକୁ 'ପାର୍ବଣ' ପୂଜା ଇ-ପତ୍ରିକାରେ ସ୍ଥାନିତ କରାଯିବ ।
ସମସ୍ତ ନିର୍ବାଚିତ ସ୍ରଷ୍ଟାଙ୍କୁ ଏକ ସ୍ୱତନ୍ତ୍ର ମାନପତ୍ର ପ୍ରଦାନ କରାଯିବ ।
ସମସ୍ତଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯିବ ।
ଲେଖା ଗ୍ରହଣ ଅବଧି :
ଜୁଲାଇ ୧, ୨୦୨୨ ରୁ ଅଗଷ୍ଟ ୩୧, ୨୦୨୨
ଫଳାଫଳ : ସେପ୍ଟେମ୍ବର ୨୦୨୨
ଯୋଗାଯୋଗ :
ଇ-ମେଲ : pallabini@storymirror.com
ମୋବାଇଲ ନମ୍ବର : +91 8637256608