Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

#ColourYourWords

SEE WINNERS

Share with friends

ହୋଲି ରଙ୍ଗ, ଭାବନା ଏବଂ ଖୁସିର ପର୍ବ । ଏହି ପର୍ବରେ, ଲୋକମାନେ ସେମାନଙ୍କର ଅନ୍ତର୍ନିହିତ ସକରାତ୍ମକ ଶକ୍ତି ଏବଂ ଭାବନାକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରି ପାଳନ କରନ୍ତି ! ଲୋକମାନେ ପରସ୍ପରକୁ ରଙ୍ଗ ମଖେଇ ସ୍ୱାଗତ କରନ୍ତି ! ବାସ୍ତବରେ କହିବା ବାହୁଲ୍ୟ, ସମଗ୍ର ବିଶ୍ୱରେ ଲୋକଙ୍କ ପାଇଁ ରଙ୍ଗର ଯେ ଏକ ବୃହତ୍ ମହତ୍ତ୍ୱ ରହିଛି । ରଙ୍ଗ କେବଳ ଭାବନାକୁ ପ୍ରଭାବିତ କରେ ନାହିଁ, ବରଂ ଧର୍ମ ଏବଂ ବିଭିନ୍ନ ସଂସ୍କୃତିର ଅର୍ଥ ମଧ୍ୟ ପ୍ରତିକିତ କରେ, ତେଣୁ ଏଇ ରଙ୍ଗ ମାଧ୍ୟମରେ ନିଜକୁ ପ୍ରକାଶ କରିବାର ସୁଯୋଗ ଟିକେ ନିଆରା ନୁହେଁ କି ?

କାହାଣୀ ଏବଂ କବିତା ଆକାରରେ ବିଭିନ୍ନ ରଙ୍ଗର ମହତ୍ତ୍ଵକୁ ପାଳନ କରିବା ପାଇଁ ଷ୍ଟୋରୀମିରର୍ #ColourYourWords ପ୍ରତିଯୋଗିତା ଉପସ୍ଥାପନ କରୁଛି ।

ବିଷୟ :

ଅଂଶଗ୍ରହଣକାରୀମାନେ କେବଳ ଦିଆଯାଇଥିବା ବିଷୟଗୁଡ଼ିକ ଉପରେ କାହାଣୀ ଏବଂ କବିତା ଦାଖଲ କରିପାରିବେ । ନିମ୍ନରେ ଆମେ ରଙ୍ଗ ଏବଂ ରଙ୍ଗର ଅର୍ଥ ପ୍ରଦାନ କରିଛୁ । ଆପଣଙ୍କୁ ଏକ କାହାଣୀ କିମ୍ବା କବିତା ଲେଖିବାକୁ ପଡିବ, ଯାହା ରଙ୍ଗର ଅର୍ଥକୁ ଦର୍ଶାଉଥିବ | ଉଦାହରଣ ସ୍ୱରୂପ, ଯଦି ଆପଣ ଲାଲ୍ ରଙ୍ଗ ବାଛିଛନ୍ତି, ତେବେ ଆପଣ ଏକ ପ୍ରେମ କାହାଣୀ କିମ୍ବା କବିତା ଲେଖିପାରିବେ ।

  • ନାଲି - ପ୍ରତିବଦ୍ଧତା ଏବଂ ପ୍ରେମ
  • କମଳା - ସୃଜନଶୀଳତା, ଯୁବକ ଏବଂ ଉତ୍ସାହ
  • ହଳଦିଆ - ସୁଖ, ସୂର୍ଯ୍ୟକିରଣ
  • ସବୁଜ - ପ୍ରକୃତି, ଅଭିବୃଦ୍ଧି ଏବଂ ଜୀବନ
  • ନୀଳ - ଶାନ୍ତ, ବିଶ୍ୱାସ ଏବଂ କଳ୍ପନା
  • ବାଇଗଣୀ - ରହସ୍ୟ ଏବଂ ଆଧ୍ୟାତ୍ମିକତା
  • ଗୋଲାପୀ - ନାରୀତ୍ଵ, କ୍ରୀଡ଼ା ଏବଂ ପ୍ରଣୟ
  • କଳା - ଶୋଭା, ଶକ୍ତି ଏବଂ ଅତ୍ୟାଧୁନିକତା
  • ଧଳା - ଶୁଦ୍ଧତା, ଶାନ୍ତି ଏବଂ ସରଳତା
  • ବାଦାମୀ - ପ୍ରକୃତି, ସ୍ୱାସ୍ଥ୍ୟ, ନିର୍ଭରଶୀଳତା

ନିୟମ :

୧. ପ୍ରତିଯୋଗିତାରେ ଜିତିବାକୁ, ଆପଣଙ୍କୁ ସମସ୍ତ ୧୦ଟି ବିଷୟ ଉପରେ ଲେଖିବାକୁ ପଡିବ ।

୨. ଅଂଶଗ୍ରହଣକାରୀ ବିଭିନ୍ନ ବର୍ଗ (କାହାଣୀ / କବିତା) ପାଇଁ ଦାଖଲ କରିପାରିବେ । ତଥାପି, ୧୦ଟି ଦାଖଲର ପ୍ରତ୍ୟେକ କାହାଣୀ କିମ୍ବା କବିତା ସମାନ ବର୍ଗରେ ରହିବା ଉଚିତ୍ (ଯଦି ଆପଣ ୧୦ ଲେଖା ଦାଖଲ କରୁଛନ୍ତି ତେବେ ସେହି ନିର୍ଦ୍ଦିଷ୍ଟ ବିଭାଗରେ ହିଁ ଦାଖଲ କରିବାକୁ ହେବ) ।

୩. ଅଂଶଗ୍ରହଣକାରୀମାନେ ସେମାନଙ୍କର ମୂଳ ଲେଖା ଦାଖଲ କରିବା ଜରୁରୀ । ଉପସ୍ଥାପିତ ହୋଇଥିବା ବିଷୟବସ୍ତୁ ସଂଖ୍ୟାରେ କୌଣସି ସୀମା ନାହିଁ ।

୪. କୌଣସି ଶବ୍ଦ ସୀମା ନାହିଁ ।

୫. କୌଣସି ଅଂଶଗ୍ରହଣ ଶୁଳ୍କ ନାହିଁ ।

ଶ୍ରେଣୀଗୁଡିକ :

  • କାହାଣୀ
  • କବିତା
  • ଉଦ୍ଧୃତି
  • ଅଡିଓ

ଭାଷା :

ଏହି ଭାଷାଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ଭାଷାରେ ଆପଣ ଲେଖା ଉପସ୍ଥାପିତକରିପାରିବେ - ଇଂରାଜୀ, ହିନ୍ଦୀ, ମରାଠୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଓଡିଆ ଏବଂ ବଙ୍ଗାଳୀ |

ପୁରସ୍କାର :

  • ସମସ୍ତ ୧୦ଟି ବିଷୟ ଉପରେ ଦାଖଲ କରୁଥିବା ସମସ୍ତ ଅଂଶଗ୍ରହଣକାରୀ ୨୦୦ ଟଙ୍କା ମୂଲ୍ୟର ଷ୍ଟୋରିମିରର୍ ସପ୍ ଭାଉଚର୍ ପାଇବେ |
  • ବିଜେତାମାନେ ଉତ୍କୃଷ୍ଠତାର ପ୍ରମାଣପତ୍ର ପାଇବେ ।
  • ସମସ୍ତ ଅଂଶଗ୍ରହଣକାରୀ ଅଂଶଗ୍ରହଣ ପ୍ରମାଣପତ୍ର ପାଇବେ ।
  • କାହାଣୀ ଏବଂ କବିତା ବର୍ଗର ସମସ୍ତ ଭାଷାର ଶ୍ରେଷ୍ଠ ୨୦ଟି ଲେଖାକୁ ନେଇ ଏକ ଇ-ପୁସ୍ତକ ପ୍ରକାଶିତ ହେବ ।

ଲେଖା ଦାଖଲ ପାଇଁ ସମୟ : ମାର୍ଚ୍ଚ ୧୪, ୨୦୨୨ - ଏପ୍ରିଲ ୦୫, ୨୦୨୨

ଫଳାଫଳର ଘୋଷଣା : ଏପ୍ରିଲ ୩୦, ୨୦୨୨

ଯୋଗାଯୋଗ :

ଇ-ମେଲ : neha@storymirror.com

ଫୋନ ନମ୍ବର : +91 9372458287 / 022-49243888

ହ୍ଵାଟସଆପ୍ : +91 84528 04735