ମୁଁ ଅଟେ......
ପରିଚୟ
“ମୁଁ ଜଣେ ଲେଖକ”
ମୋ ଶବ୍ଦ, ମୋ ଷ୍ଟୋରିମିରର
ମୋ ଗଳ୍ପ, କବିତା ଏବଂ କୋଟ୍ ଗୁଡ଼ିକ ମଧ୍ୟମରେ ମୋତେ ମୋ ଡେଣା ପ୍ରଦର୍ଶିତ କରିବାର ଅବସର ଦିଅନ୍ତୁ । କାରଣ ଯେତେବେଳ ଯାଏଁ ଆପଣ ଆପଣଙ୍କ ଡେଣା ବିସ୍ତାର କରିବେନାହିଁ, ସେତେବେଳ ଯାଏଁ ଆପଣଙ୍କୁ ଜଣାପଡିବନାହିଁ କି ଆପଣ କେତେ ଦୂର ଯାଏଁ ଉଡିପାରିବେ ।
ଷ୍ଟୋରିମିରର ଆପଣଙ୍କୁ ଆପଣଙ୍କ ଡେଣା ବିସ୍ତାର କରିବା ଏବଂ ଆପଣଙ୍କ ଗଭୀରତମ ବିଚାର ନିକଟକୁ ନିକଟତ୍ତର କରିବା ଏବଂ ହାର୍ଦ୍ଦିକ ଶବ୍ଦ ଗୁଡିକ ରୂପରେ ବୋହିଯିବା ପାଇଁ ଗୋଟେ ସୁଯୋଗ ନେଇଆସିଛି ।
ନିୟମ:
- ଆପଣଙ୍କ ପସନ୍ଦ ମୁତାବକ ବିଷୟ ଉପରେ ଗଳ୍ପ,କବିତା ଏବଂ କୋଟ୍ ଲେଖିପାରିବେ ।
- ସମସ୍ତ ପ୍ରକାରର କବିତା, ଗଳ୍ପ ଏବଂ କୋଟ୍ ସ୍ଵୀକାର କରାଯିବ ।
- ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
- ସମସ୍ତ ଲେଖା ଗୁଡିକୁ କେବଳ ପ୍ରତିଯୋଗିତା ଲିଙ୍କ୍ ଦ୍ଵାରା ଦାଖଲ କରିପାରିବେ ।
- ପ୍ରତିଯୋଗୀ କେବଳ ସ୍ଵ-ରଚିତ ଗଳ୍ପ, କବିତା ଏବଂ କୋଟ୍ ଦାଖଲ କରିପାରିବେ ।
- ଗଳ୍ପ, କବିତା ଏବଂ କୋଟ୍ ର ସଂଖ୍ୟା ଉପରେ କୌଣସି ସୀମା ନାହିଁ ।
- https://storymirror.com ରେ ଦାଖଲ କରିଥିବା ଗଳ୍ପ ,କବିତା ଏବଂ କୋଟ୍ ପୁନର୍ବାର ଦାଖଲ କରିପାରିବେ ନାହିଁ ।
- ଷ୍ଟୋରିମିରର ର ନିଷ୍ପତି ସମସ୍ତ ପ୍ରତିଯୋଗୀଙ୍କର ଅନ୍ତିମ ନିଷ୍ପତି ହେବ ।
- ପ୍ରବନ୍ଧ/ରଚନା ଗ୍ରହଣଯୋଗ୍ୟ ନୁହେଁ ।
ପୁରସ୍କାର:
- ପ୍ରତ୍ୟେକ ଭାଷାର ଅତ୍ୟୁତ୍ତମ ୩ଟି ଗଳ୍ପ, କବିତା ଏବଂ କୋଟ୍ ଗୁଡ଼ିକୁ ଷ୍ଟୋରିମିରର shop ରେ ଟଙ୍କା ୨୫୦/- ମୂଲ୍ୟର voucher ପ୍ରଦାନ କରାଯିବ । ଆପଣ ଏହି voucher କୁ https://shop.storymirror.comରେ redeem କରିପାରିବେ ।
- ପ୍ରତ୍ୟେକ ଭାଷାରୁ ଶ୍ରେଷ୍ଠ ୩ଜଣ ବିଜେତାଙ୍କୁଷ୍ଟୋରିମିରର ତରଫରୁ ସ୍ବର୍ଣ୍ଣ, ରୌପ୍ୟ ଏବଂ ବ୍ରୋଞ୍ଜ ମେମ୍ବରସିପ୍ ମିଳିବ ।
- ସର୍ବଶ୍ରେଷ୍ଠ ଗଳ୍ପ , କବିତା ଏବଂ କୋଟ୍ କୁ ଷ୍ଟୋରିମିରର ଦ୍ଵାରା ସୋସିଆଲ ମିଡିଆରେ ଚିତ୍ରିତ କରାଯିବ ।
- ପ୍ରତ୍ୟେକ ଭାଷା ଏବଂ ଶ୍ରେଣୀରେ ଶୀର୍ଷ ୧୦ ଟି ଲେଖାକୁ ଷ୍ଟୋରିମିରର ତରଫରୁ ଉତ୍କୃଷ୍ଟତା ପ୍ରମାଣପତ୍ର ଦିଆଯିବ ।
- ଷ୍ଟୋରିମିରର ସର୍ବଶ୍ରେଷ୍ଠ ଗଳ୍ପ ଏବଂ କବିତାକୁ ନେଇ ଏକ ଇ-ବୁକ ପ୍ରସ୍ତୁତ କରିବ ।
- ବିଜେତାଙ୍କ ନିର୍ଣ୍ଣୟ ସମ୍ପାଦକଙ୍କ ସ୍କୋର , ସମସ୍ତ ଦୃଶ୍ୟ ଏବଂ ସମସ୍ତ ପସନ୍ଦର ସଂଖ୍ୟାକୁ ନେଇ ଚୟନ କରାଯିବ । ସମସ୍ତ ପସନ୍ଦର ଏବଂ ଦୃଶ୍ୟର ସଂଖ୍ୟା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ବିଚାରକୁ ନିଆଯିବ ।
ଯୋଗ୍ୟତା :
ଦାଖଲ କରିବାର ଅବଧି- ୨୮ ଜୁଲାଇ,୨୦୧୯ ରୁ ୧୫ ଅଗଷ୍ଟ,୨୦୧୯
ପରିଣାମ – ୩୧ ଅଗଷ୍ଟ ୨୦୧୯
ଭାଷା - : ଇଂରାଜୀ/ହିନ୍ଦୀ/ଗୁଜୁରାଟୀ/ଓଡ଼ିଆ/ବଙ୍ଗାଳୀ/ମରାଠୀ
ଲିଖନର ପ୍ରକାର - ଗଳ୍ପ ଏବଂ କବିତା
ଯୋଗାଯୋଗ - marketing@storymirror.com / 022-49243888 / 022-49240082