𝐴𝑀𝐼𝑇 𝐾𝑈𝑀𝑅 𝑆𝐸𝑇𝐻𝐼

Others

4.0  

𝐴𝑀𝐼𝑇 𝐾𝑈𝑀𝑅 𝑆𝐸𝑇𝐻𝐼

Others

ଲେଖକଙ୍କ ଦ୍ଵାରା ନିର୍ମିତ ସହର

ଲେଖକଙ୍କ ଦ୍ଵାରା ନିର୍ମିତ ସହର

1 min
173


ମୁଁ ସହରରେ ରୁହେ । ମୋ ସହର ବହୁତ ସୁନ୍ଦର ପ୍ରାକୃତିକ ଚାରା, ଶୋ, ଫୁଲ ଗଛ ଇତ୍ୟାଦି ଅନ୍ୟତମ । ମୁଁ ଭୁବନେଶ୍ୱରରେ ବାସ କରେ । ଆମର ନିଜର ଘର ଅଛି । ଆମେ ସମସ୍ତେ ଏକାଠି ଗୋଟିଏ ପରିବାରରେ ରହୁ । ଯଥା - ଜେଜେ, ଜେଜେମା, ବାପା, ମା', ଦାଦା, ଖୁଡ଼ି, ଭାଇ ଓ ଭଉଣୀ, ଆମ ସମ୍ପର୍କରେ ପିୟୁସି, ପିଇସା, ବଡ଼ ବାପା ଓ ବଡ଼ ମା, ବନ୍ଧୁ-ବାନ୍ଧବ ଇତ୍ୟାଦି । 


ମୋର ନାମ ରୋହିତ । ମୁଁ କଲେଜରେ ଦ୍ୱାଦଶ ଶ୍ରେଣୀ କଳାରେ ପଢ଼େ । ମୋର ଗୁରୁଜୀ ଓ ଗୁରୁମା ଅଛନ୍ତି। ସାଙ୍ଗ ସାଥି ଅଛନ୍ତି। ଆଜି ପର୍ଯ୍ୟନ୍ତ ମୋର କେହି ଭଲ ସାଙ୍ଗ ନାହିଁ। ଆମେ ଯେବେ ସହରରେ ବାସ କଲୁ, ଆମ ଜେଜେ ସେତେବେଳେ ଚାକିରି କରୁଥିଲେ। ତାପରେ ଗାଁରୁ ସହରରୁ ଆସି ବାସ କଲୁ। ଭୁବନେଶ୍ୱର ସହରରେ ପ୍ରଥମେ ଆମକୁ ନୂଆ ନୂଆ ଲାଗୁଥିଲା। 


ତାପରେ ଜେଜେ ଓ ପରିବାର ପ୍ରଥମ କରି ଭଡ଼ା ଘରେ ରହୁଥିଲେ। ତାପରେ ଜେଜେ ଘର ପାଇଁ ଭଲ ଜାଗା ଦେଖିଲେ । ଜେଜେ ଆସି ଜେଜେମାଙ୍କୁ କହିଲେ ଏବେ ଆଉ ବ୍ୟସ୍ତ ହୁଅନି। 


ଏବେ ମୁଁ ଘର ପାଇଁ ଗୋଟିଏ ଭଲ ଜାଗା ଦେଖି ସାରିଛି । ଜେଜେମା ଏହି କଥା ଶୁଣି ବହୁତ ଖୁସି ହୋଇ ଗଲେ । 

କିଛି ଦିନ ପରେ ଘର ତିଆରି ଆରମ୍ଭ ହେଲା। ୩ ବର୍ଷ ପରେ... ଘର ତିଆରି ହୋଇଗଲା ତାପରେ ଜେଜେ ଘର ପ୍ରତିଷ୍ଠା କଲେ। ତାପରେ ଆମେ ସମସ୍ତେ ଏକାଠି ଏହି ରହିଲୁ ।


୨୦୨୨ ମସିହାରେ......

ଆମେ ସବୁ ବେଳେ ଘରେ କାମ କରୁ ଆମେ ଘରେ ଚାକର ଚାକରାଣୀ ରଖିନାହୁ । ଆମେ ସମସ୍ତେ ମିଶି ଜାନୁଆରୀ ମାସରେ ବଣ ଭୋଜି କରୁ । ଆମେ ସବୁ ବେଳେ ହସ ଖୁସିରେ ଦିନ କାଟୁଥାଉ । 



Rate this content
Log in

More telugu story from 𝐴𝑀𝐼𝑇 𝐾𝑈𝑀𝑅 𝑆𝐸𝑇𝐻𝐼