Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shubham Naik

Others

1.0  

Shubham Naik

Others

ଏଲ୍ ଇଡି ବଲ୍

ଏଲ୍ ଇଡି ବଲ୍

1 min
528


ଘରେ ଉଁକିଆ ଯୋଜନା ଥି କହପାନି ଗାଁନେ ଲାଇନ୍ ଲାଗଲା ଉତାରୁ ଜହ ଉଷତ ହଉଥାଏ ରଏବାରି ।

ଭୋଟ୍ ସମିଆଁ ପାସକେ ଆସୁଥାଏ । ଗାଁ ଛକେ ପାଁଚ ଲୋକ୍ କଥା ହଉଥାନ । କଏଁଟୁ ଶୁନି ଆଏଲା ଆରୁ ଘର ନିଢୁକି ଥିଲାନ ଆଉ ଅଧା ବାଟୁ କହେଲା - ଏ ନେଗା ବାବୁର ମା ଶୁନୁଛୁ କାଏଁ କାହିଁ ଗଲୁରେ .....

ରଏବାରି ଚୁଲହା ସାଲେ ଥାଏଟା ବାହାରି ଆଏଲା ।

କଏଁଟୁ କହେଲା - ଏ ସରକାର ପରେ ପଂଚାଏତ ଠାନେ ଏଲଇଡି ବଲ୍ ଦେବା ମଜା ଜଲାବୁ ଘର ଉଁକିଆ ଦିସବା । ଦରକାର୍ ନାଇଁ ପଡେ ଆରୁ ବଏଠା ।

- ସଥେଁ

- ପଂଚାଏତ ଗଲେ ସିନେ ଯାନବୁ ଯେ ।

ୱାର୍ଡ ମେମ୍ବର ର କହତି ରଏବାରି ପଂଚାଏତ ଯେଇଥିଲା । ବଲ୍ ଆନଲା ଘର ପାସର ପ୍ରମୋଦ କେ ଲଗେଇ କହେଲା ।

କଏଁଟୁ ମଦ ଥୁରେ ଢେଁକଲି ଆଏଲା ବେଲବୁଡା । ପାୱାର କଟ୍ ହଇଥେ ।

ପଏସା ମାଗଲା ରଏବାରିକେ ନିହେଲେ କହୁଥିଲା ଦେ ହେ ଏଲଇଡି ବଲ୍ ଗୁଟେ । ବୋଧେ ଆଉ ମଦ ପିଇ ଥିତା କାଏଁ । ଦୁହି ଜନକର ଭିତରେ ଝଗଡ଼ା ମୁଲ ହେଲା । ବଏଠାର ତେଲ୍ ସରି ଆସୁଥିଲା କାଏଁ ? ଲିଭ୍ ଲିଭ୍ କରୁଥିଲା ବଏଠା । ରଏବାରି ର ଘର ଯେନତା ଅଂଧାର କେ ସେନତା ଅଂଧାର ଦିସୁଥିଲା ।

ଶୁଭମ ନାଏକ

ତସଲାଡିହି, ସୁନ୍ଦରଗଡ଼,ଓଡିଶା

www.facebook.com/shubhamnaik829


Rate this content
Log in