କବିର କବିତା
କବିର କବିତା
1 min
1.1K
ଜାଣିନାହିଁ
କାହାକୁ ଦେଇପାରୁଛି ଖୁସି
ଅବା
ଦେଉଛି କାହାକୁ ଦୁଃଖ,
ମୋ କବିତା ପଢି
କେହି କେହି କହନ୍ତି
ଭଲ କବିଟିଏ,
ଆଉ କିଏ କହେ
ମୁଁ ଗୋଟାଏ ମହା ମୁର୍ଖ ll
.... ଅଜିତ ସାବତ