ସେ କେଉଁ ଘାତିକା ଥିଲା
ସେ କେଉଁ ଘାତିକା ଥିଲା
1 min
1.3K
ସେ କେଉଁ ଘାତିକା ଥିଲା
ଯା’ ଆଘାତେ ଝରିଗଲା
ଉପରେ ମୋ ଗଙ୍ଗୋତ୍ରୀର ଝର
ସାବଲୀଳ ବୋହିଗଲା
ଖୋଲି ଅବଲୀଳାକ୍ରମେ
ପ୍ରେମାପ୍ଲୁତ ହୃଦୟ ଦୁଆର।
।।।ପୂରବୀ