Bholanatha Bagarty

Others

3.7  

Bholanatha Bagarty

Others

ସମୟ ଗତିଶୀଳ

ସମୟ ଗତିଶୀଳ

1 min
403


ସମୟ ଅତି ମୁଳ୍ଯବାନ ଏକଥା ସମସ୍ତେ କହନ୍ତି ଓ ଜଣିଛନ୍ତି ମଧ୍ଯ ।ଜାଣି ଜାଣି ଅଜଣା ହେବା ଏକ ଛଳନାର ପ୍ରତିକ। ମାତ୍ର ବେେଳ ବେଳେ ମଣିଷ ମତି ଭ୍ରମରେ ପଡ଼ି ସବୁ ଭୁଲି ଯାଏ।

ଭୋଲା ଜଣେ ଅତି ସରଳିଆ ମଣିଷ । ଥରେ ସେ ଦିଲ୍ଲି ଅଭିମୁଖେ ବାହାରିଥାଏ । ରେଳ ଷ୍ଟେସନ୍ ଆଉ ଅଳ୍ପ ବାଟ ଥାଏ ,ହଠାତ୍ ତାର ଅତି ଘନିଷ୍ଟ ବନ୍ଧୁଙ୍କ ସହ ଆଳାପ ହୋଇଗଲା । ଏପରି ଦୁଇ ଘଣ୍ଟା ପର୍ଯ୍ଯନ୍ତ କଥା ହେବାପରେ ଗୋଟିଏ କଲ୍ ଆସିଲା ଓ କହିଲା ଆପଣ ବାହାରି ଗଲେଣୀ ତ?

ହଠାତ୍ ମନେ ପଡ଼ି ଗଲା ତାଙ୍କୁ ଦିଲ୍ଲୀ ଯିବାର ଥିଲା ଯାହା ଟ୍ରେନ୍ ଘଣ୍ଟାଏ ହେଲାଣି ଷ୍ଟେସନ ଛାଡ଼ି ଚାଲିଯାଇଛି।ମୁଣ୍ଡରେ ହାତ ଦେଇ ବସି ପଡ଼ିଲେ ,ଗଲା ମୋ ଚାକିରୀ !


Rate this content
Log in