Jagannath Prasad Sahu

Children Stories

2  

Jagannath Prasad Sahu

Children Stories

ଶୀତୁଆ ସକାଳ

ଶୀତୁଆ ସକାଳ

1 min
355


ଶୀତୁଆ ସକାଳ ହରିଶ୍ କଅଁଳ ଖରାରେ ବାଲକନିରେ‌ ବସି ମୋବାଇଲରେ ଅନଲାଇନ କ୍ଲାସ କରୁଛି । ଯେତେବେଳେ ଦେଖ ଗୁରୁଜୀ ଗୁରୁମାଆଙ୍କ ଅନଲାଇନକ୍ଲାସ ତ ସାଙ୍ଗକୁ ହୋମ୍ ୱର୍କ ଆଉ ପ୍ରୋଜେକ୍ଟ ଦେଉଛନ୍ତି । ଘରେ ବସି ବସି ଅନଲାଇନ ପାଠ ଓ ହୋମ ୱର୍କ୍ କରି କରି ବିରକ୍ତ ଲାଗିଲାଣି ପାଠ ନ ପଢିଲେ ମମି ଡାଡ଼ିଙ୍କ ରାଗ କହିଲେ ନସରେ। ପ୍ରାଇଭେଟ ସ୍କୁଲରେ ପାଠ ପଢାଉଚୁ । ମାସ ଶେଷରେ ଟଙ୍କା ଦେବାକୁ ପଡ଼ୁଚି, ଏଥର ଭଲ ନମ୍ୱର ନ ରଖିବୁ ନୀଳକଣ୍ଠ ନଗର ଶିଶୁ ମନ୍ଦିରର ହଷ୍ଟେଲରେ ଛାଡି ଦେବୁ।ତାର ନଜର ପଡ଼ିଲା ତାର ପିଲା ଦିନର ସାଙ୍ଗ ମହେଶ ଉପରେ । ଦୁହେଁ ସାଙ୍ଗ କାଚ ବାଟି ଖେଳୁଥିଲେ । ତାହା କାଲି ପରି ଜଣା ପଡ଼ୁଚି । ଗଣୁ ଗଣୁ କେତେବେଳେ ଦୁହେଁ ସପ୍ତମ ଶ୍ରେଣୀରେ ପାଠପଢି ଲେଣି । ହରିଶର ଅଜାଣ‌ତରେ ଆଖି ଓଦା ହୋଇଗଲା । ଭାବୁଥାଏ ମୁଁ ମଧ୍ୟ ମହେଶର ଭାଇ ହୋଇ ଥାଆନ୍ତି । ଆଜି ମୁଁ ମହେଶ ଭଳି ସ୍ଵାଧୀନ ଭାବେ ବୁଲିଥାନ୍ତି ।


  Jagannath Prasad Sahu

    7th

  Saraswati sishu Vidya Mandir  chatrapur ,ganjam



Rate this content
Log in