Jagannath Prasad Sahu

Children Stories Children

2  

Jagannath Prasad Sahu

Children Stories Children

ପରବୁଦ୍ଧି ଭୟଙ୍କର

ପରବୁଦ୍ଧି ଭୟଙ୍କର

1 min
86


ଏକଦା ଚନ୍ଦକା ଅରଣ୍ୟରେ ଏକ ପଶୁରାଜ୍ ସିଂହ ବାସ କରୁଥିଲା। ସେ ପ୍ରତିଦିନ ମୃଗ ମାନଙ୍କୁ ମାରି ଖାଉ ଥିଲା ଓ ଶୃଗାଳକୁ ଦେଉଥିଲା। ସୃଗାଲଟି ସିଂହ ର ପ୍ରୀଅବନ୍ଧୁ ଥିଲା । ଏକଦା ସିଂହ ଜରରେ ପିଡିତ ଥିଲା ।ଆଉ ସେ ମୃଗ ମାରି ଖାଇବାକୁ ଗଲା ନାହିଁ । ସେ ନିଜର ଅତି ପ୍ରିୟ ଶୃଗାଳକୁ ଆହାର ଅନ୍ବେଷଣ ନିମନ୍ତେ ଅନୁରୋଧ କଲା। ଶୃଗାଳ ଆହାର ଅନ୍ବେଷଣ ପାଇଁ ବଣକୁ ଗଲା । ଆହାର ପାଇଁ ସେ ଏଥାକୁ ସେଠାକୁ ବୁଲି ଆହାର ଅନ୍ବେଷଣ କଲା। କିନ୍ତୁ ସଂହ ପାଇଁ କୌଣସି ଖାଦ୍ୟ ପାଇଲା ନାହିଁ । ସେ ଫେରିଲା ବେଳେ ଗୋଟିଏ ଗଧ କୁ ଭେଟିଲା । ଗଧ କୁ କିପରି ସିଂହ ର ଆହାର ନିମନ୍ତେ ସେ ନେବ ତାହା ଚିନ୍ତା କଲା । ସେ ଗଧକୁ କହିଲା ଆମର ପଶୁରାଜ ସିଂହ ମନ୍ତ୍ରୀ ଅନ୍ବେଷଣ ରେ ଅଛନ୍ତି । ସିଂହ ତୁମକୁ ମନ୍ତ୍ରୀ ହେବା ପାଇଁ ବାଛିଚନ୍ତି । ସେ ଯେତେବେଳେ ସୃଗାଳ ପଛେ ପଛେ ସିଂହ ପାଖକୁ ଗଲା ସେତେବେଳେ ସିଂହ ନିର୍ବୋଧ ଗଧର ମାଂସ ଖାଇ , ରକ୍ତ ପିଗଲା । ଓ ଗଧଟି ର ଜୀବନ ଚାଲିଗଲା ।  


Rate this content
Log in