STORYMIRROR

Jumarnath Patra

Others

2  

Jumarnath Patra

Others

ରେବତୀ

ରେବତୀ

1 min
335


ଖୁବ୍ ବର୍ଷିଛି ବର୍ଷା ମଦୁଆ ସାନ ଭାଇ ଉପରେ ତା' ପର୍ସରୁ ଚୋରି କରିଥିବା ଟଂକା ପାଇଁ ଯାହା ଅତି କଷ୍ଟରେ ସଂଚିଥିଲା ଘରଭଡ଼ା ଦବାକୁ।

ସକାଳ ଆଠଟାରେ କମ୍ପିବ ଘର ମାଲିକ ବୁଢୀ ଏଣୁତେଣୁ କଟୁ କୁତ୍ସିତ ଭାଷାରେ ।ଏଇମିତି ପ୍ରତି ମାସରେ କିଛିନା କିଛି ଅଘଟଣ ଘଟାଏ ସାନ ଭାଇଟା ତା'ର ଯୋଉଥି ପାଇଁ ଖୁବ୍ ଅପଦସ୍ତ ହେଇ ଚାଲିଛି ଅଂଗନ ବାଡି ଦିଦି ବର୍ଷା ।

                    ଅଷାଢୁଆ ସୂତା ବାରିହେଇପଡେ ବୟସ ଆଉ ସ୍ଥିତି ।ତଥାପି ମୁହଁରେ ରଂଗ ମାଖି ନିଇତି ଓହ୍ଲାଏ ମଂଚ ଉପରକୁ ରେକର୍ଡ ଡ୍ଯାନ୍ସ ରେ ନିଜକୁ ଉନ୍ମୁକ୍ତ କରି ରାତିର ଦର୍ଶକ ର ମନୋରଂଜନ ରେ ।ବାଧ୍ଯ ସେ ଘରେ ଚୁଲିକୁ ହାଣ୍ଡି ଯିବାରେ।।

        କଷ୍ଟ୍ଯୁମ କାଉଚ ରେ ଧଳାହାତୀ ଏବେ ଅନ୍ଧାର କୋଠିରେ ,ହେଲେ ସେ ଅଲୋଡା ହେଇଗଲା ସମାଜରେ କିଛି ଦୋଷ ନ'ଥାଇ ।ଭୂଲ ତା"ର ଅଭିନୟ କରିବାର ନିଶା ।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Jumarnath Patra

ଆସର...

ଆସର...

1 min ପଢ଼ନ୍ତୁ

ରେବତୀ

ରେବତୀ

1 min ପଢ଼ନ୍ତୁ