STORYMIRROR

Sambhunath Mohanty

Others

2.5  

Sambhunath Mohanty

Others

ମୁଁ ଚାକିରିଆ

ମୁଁ ଚାକିରିଆ

1 min
1.0K


ପ୍ରତ୍ୟେକ ମଣିଷର ଇଚ୍ଛାଥାଏ ଭଲ ପାଠପଢି ବଡ ମଣିଷ ହେବି।ଭଲ ଚାକିରି କରିବି।ସମସ୍ତଙ୍କ ପାଇଁ କିଛି କରବି। ମାତ୍ର ଚାକିରି କରିବା ପରେ କିଛି ଦିନ, କିଛି ମାସ, କିଛି ବର୍ଷ ଠିକ୍ ଥାଏ। ଆଉ ତାପରେ ଆସେ ପରିବର୍ତ୍ତନ। ଉଭୟ ଚାକିରି କରିଥିବା ମଣିଷ ଏବଂ ତାର ନିଜର ସଂପର୍କୀୟ ଭିତରେ।ବିଭିନ୍ନ ପ୍ରକାରର ପାରିବାରିକ ଏବଂ ମାନସିକ ଅଶାନ୍ତି ଆରମ୍ଭ ହୋଇଯାଏ।ଯାହା ଫଳରେ ତାକୁ ବାହାରେ ରହିବାକୁ ପଡେ। ଅନ୍ୟ ମାନଙ୍କୁ ଜାଣିଶୁଣି ଅଣଦେଖା କରିବାକୁ ପଡେ। ଲୋକେ କହନ୍ତି ସେ ଚାକିରି ପାଇଁ ବଦଳି ଗଲା। ମାତ୍ର ଏଥିପାଇଁ ପ୍ରକୃତରେ ଦାୟୀ କିଏ?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍