କାଉର ଗପ
କାଉର ଗପ
1 min
171
ଗୋଟିଏ ଦିନ ଗୋଟିଏ ଜଙ୍ଗଳରେ ଟାଣ ଖରା ହେଉଥିବା ବେଳେ କାଉଟି ଉଢୁଥିଲା। କାଉକୁ ଶୋଷ ହେଉଥିଲା । କାଉଟି ପାଣି ଖୋଜିବାରେ ଲାଗିଲା।କାଉ ଖୋଜୁ ଖୋଜୁ ଗୋଟିଏ କୂଅ ପାଖକୁ ଗଲା। ସେଇଠି ମାଠିଆଠି ଦେଖିଲା । ମାଠିଆରେ ଅଳ୍ପ ପାଣ ଥିଲା। କାଉ ଦେଖିଲା ସେଇଠି ଗୁଡି ମଧ୍ଯ ଥିଲା। କାଉ ମାଠିଆ ଭିତରେ ଗୁଡି ପକେଇଲା । ପାଣି ଉପରକୁ ଉଠିଲା । କାଉଠି ମନଖୁସିରେ ପାଣି ପିଇବ ପଳେଇଲା
