STORYMIRROR

T. Joshin

Children Stories Children

2  

T. Joshin

Children Stories Children

ଚତୁର ଗଧିଆ

ଚତୁର ଗଧିଆ

1 min
143

ଗୋଟିଏ ଦିନ ଗୋଟିଏ ଜଙ୍ଗଳରେ ଗଧିଆ ଘାସ ଚରଉ ଥିଲା।ଗଧିଆଟି ଚରଉ ଚରଉ ପାହାଡ ଉପରକୁ ପଳେଇଲା। ସେଇଠି ବିଲୁଆ ଥିଲା ।ବିଲୁଆକୁ ଜୋରସେ ଭୁକି ଲାଗୁଥିଲା ।ବିଲୁଆ ଗଧିଆକୁ ଦେଖି ଲାଳ ବାହାରିଲା। ବିଲୁଆ ଗଧିଆ ପାଖକୁ ଗଲା। ଗଧିଆ ବିଲୁଆ ଦେଖି ଡରିଗଲା। ଗଧିଆ ବିଲୁଆକୁ କହିଲା ବିଲୁଆ ଭାଇ ମୋ ଗୋଡରେ କଣ୍ଟା ପଶିଯାଇଚି । ତମେ ମୋତେ ଖାଇଲେ ତୁମର ଶଙ୍ଖିରେ ଲାଗିଯିବ । ଆଗେ କଣ୍ଟା କାଢି ତା'ପରେ ମୋତେ ଭୋଜନ କରିଦିଅ। ବିଲୁଆ ଗୋଡ ପାଖକୁ ଯାଇ କଣ୍ଟା କାଡୁଥିବା ବେଳେ ଗଧିଆ ପଛ ଗୋଡରେ ନାତ ମାରିଦେଲା। ବିଲୁଆ ପହାଡ ଉପରରୁ ଗଡି ଗଡି ମାଡ ହୋଇ ତଳକୁ ଆସି ମରିଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍