STORYMIRROR

Debasmita Dash

Others

2  

Debasmita Dash

Others

ଗୁରୁ

ଗୁରୁ

1 min
133


ଗୁରୁ ଶବ୍ଦର ଅର୍ଥ ବଡ଼ ବ୍ୟାପକ ।

ଗୁରୁ ହେଉଛନ୍ତି ସିଏ ଯେ କି ଆମକୁ ଅଜ୍ଞାନତା ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ଆଣିଥାନ୍ତି।

ଗୁରୁ ହେଉଛନ୍ତି ସିଏ ଯିଏ ଦୀପ ପରି ନିଜେ ଜଳି ଜଳି ଶିକ୍ଷାର୍ଥୀର ଜୀବନକୁ ଆଲୋକିତ କରିବା ସହ ଦୁନିଆକୁ ମଧ୍ୟ ଆଲୋକିତ କରନ୍ତି।

ବାପା ଓ ମାଆ ଆମକୁ ଜନ୍ମ ଦେଇଥାନ୍ତି କିନ୍ତୁ ମଶାଣିର ଦ୍ଵାର ପର୍ଯ୍ୟନ୍ତ ଯିବା ପାଇଁ ଜଣେ ଗୁରୁ ହିଁ ମାର୍ଗ ଦର୍ଶେଇ ଥାନ୍ତି। ତେଣୁ କୁହାଯାଇଛି କି ଗୁରୁଙ୍କୁ ନ ମଣିବ ନର , ଗୁରୁ ହିଁ ସାକ୍ଷାତ ଈଶ୍ୱର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Debasmita Dash

ବାପା

ବାପା

1 min ପଢ଼ନ୍ତୁ

ଗୁରୁ

ଗୁରୁ

1 min ପଢ଼ନ୍ତୁ