STORYMIRROR

... ..

Others

4  

... ..

Others

Every college love story

Every college love story

1 min
301

ଆଜି ମୋ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି ? କାରଣ କ'ଣ ମୁଁ ଯମାରୁ ଯାଣିପାରୁନି। ମନ ମୋ ଅସ୍ଥିର ହୋଇ ପଡ଼ୁଛି କିନ୍ତୁ କାରଣ କ'ଣ ଯମା ଯାଣିପାରୁନି। ବାସ୍ ମୋ ମନ ଏକୁଟିଆ ହୋଇଯାଉଛି,ଧିରେ ଧିରେ ମୁଁ ବିଚଳିତ ହେବାକୁ ଲାଗୁଛି, ମଥାରେ ହାତ ଦେଇ ଦୁଇ ଆଖି ବନ୍ଦ କରି କେତେ କ'ଣ ଭାବିଯାଉଛି। ମୁଁ ଶାରୀରିକ ଠିକ୍ ଠାକ୍ ଆଛି ମାତ୍ର ମାନସିକ ସ୍ତରରେ ଖଣ୍ଡ ବିଖଣ୍ଡିତ ହୋଇଯାଉଛି। ଯଦି କୌଣସି ଜିନିଷ ଭାଙ୍ଗି ଯାଏ ଯଣାପଡିଯାଇଥାଏ, ମାତ୍ର ହୃଦୟ ଭାଙ୍ଗିଲେ କେହି ଯାଣିପାରନ୍ତି ନାହିଁ। 

               ଯାହାର ହୃଦୟ ଭାଙ୍ଗିଛି ସେହି ଯାଣିଛି ପ୍ରକୃତ ପ୍ରେମ କ'ଣ ? ସଦାସର୍ବଦା ପ୍ରେମରେ ଏମିତିକା କ'ଣ ପାଇଁ ହୁଏ। ଯଦି ପୁଅ ଟିଏ ପ୍ରକୃତରେ ଭଲପାଉଥିବ ଝିଅ ଧୋକା ଦେଇଥାଏ, ଯଦି ଝିଅଟିଏ ପ୍ରକୃତରେ ଭଲପାଉଥିବ ତାହାଲେ ପୁଅ ଧୋକା ଦିଏ ସର୍ବଶେଷରେ ଯଦି ପୁଅ ଓ ଝିଅ ପରସ୍ପରକୁ ଅତ୍ୟନ୍ତ ଭଲପାଇବେ ଏସମାଜ, ପରିବାର,ଜାତି,ବର୍ଣ୍ଣ, ଧର୍ମ ସବୁ କିଛି ବାଧା ଦେବ। 

ମୁଁ ପ୍ରେମର ସଂଜ୍ଞା କ'ଣ ଦେବି ଯାଣି ପାରୁନି। କ'ଣ ଲେଖିବି ପ୍ରେମ ଖୁସି ପ୍ରଦାନ କରେ ନା ଦୁଃଖର ପାହାଡ଼। ଏଠାରେ କ'ଣ ଲେଖିବି ରାଧାକୃଷ୍ଣଙ୍କ ପ୍ରେମ ନା ଲୈଲା ମଜୁନୁ ଙ୍କ ପ୍ରେମ। କଉଠି ସେ ପ୍ରେମ ? ଯଉଠି ପ୍ରେମ ଚିରନ୍ତନ ସତ୍ୟ,ତା ଠିକଣା ମୁଁ ଏଜାଏ ପାଇନି,ନା କେବେ ମିଳିପାରିବନି। ମୁଁ କାହାକୁ ବିଶ୍ୱାସ କରିବି ? କାହାକୁ ଭଲ ପାଇବି, କ'ଣ ସେ ମୋତେ ଧୋକା ଦେବନି ତ ? ମୋ ହୃଦୟ ଭାଙ୍ଗିବନି ତ ,ମୁଁ ପ୍ରଥମ ପ୍ରେମରେ ଧୋକାଖାଇ ସାରା ଜୀବନ କାନ୍ଦିବିନି ତ। 

   କେହି ଜଣେ ମହାନ୍ ବ୍ୟକ୍ତି କହିଛନ୍ତି,

         "ପ୍ରେମ ମଣିଷକୁ କବି କରିଦିଏ "

  ଏହି ଉକ୍ତିଟି ସତ୍ୟ ଅଟେ..


Rate this content
Log in