Baishnaba Bhoi

Others

2  

Baishnaba Bhoi

Others

ବାଲ୍ୟବନ୍ଧୁ

ବାଲ୍ୟବନ୍ଧୁ

1 min
1.5K


ବାରପାହାଡର ପାଦଦେଶ । ଟିକି ନଈଟି ବହି ବହି ଯାଉଛି । ମୋର ବାଲ୍ୟ ବଂଧୁଙ୍କ ଘର ଗାଁ ବୁଢିପାଲି । ବହୁଦିନ ପରେ ସାକ୍ଷାତ ହେଲା । ମୋତେ ଦେଖି ଖୁବ୍ ଖୁସି ହୋଇ ଗଲେ । ଧରି ପକାଇଲେ । କହିଲେ ତୁମେ ତ ଶିକ୍ଷକ ,ଆମେ ଚାଷ କରିବା ଲୋକ । ଆମେ କ'ଣ ତୁମ ପରି ଚଳିପାରିବୁ ?

କଥାଟା ନିରାଟ ସତ୍ୟ ମନେ ହେଲା ।


Rate this content
Log in