STORYMIRROR

ଯିବା ପାଇଁ...

ଯିବା ପାଇଁ ବାଟ ନାହିଁ ତଥାପି ବି, ପାଦ ଥକେ ହେଲେ ରାସ୍ତା ସରେ ନାହିଁ ରାତିର ଅନ୍ଧାର ସହ ଆଶା ବି ମିଳାଏ ବୁକୁଫଟା କୋହ ମନକୁ ଭିଜାଏ ମୁଣ୍ଡର ବୋଝଠୁ ବଢ଼େ ପେଟର ଭୋକ ମୁଁ ଦାଦନ ଶ୍ରମିକ!...

By SUBHRANSU SAHOO
 45