STORYMIRROR

ଯିବା ପାଇଁ...

“ ଯିବା ପାଇଁ ବାଟ ନାହିଁ ତଥାପି ବି, ପାଦ ଥକେ ହେଲେ ରାସ୍ତା ସରେ ନାହିଁ ରାତିର ଅନ୍ଧାର ସହ ଆଶା ବି ମିଳାଏ ବୁକୁଫଟା କୋହ ମନକୁ ଭିଜାଏ ମୁଣ୍ଡର ବୋଝଠୁ ବଢ଼େ ପେଟର ଭୋକ ମୁଁ ଦାଦନ ଶ୍ରମିକ!... ”

By SUBHRANSU SAHOO
 46