STORYMIRROR
ଯେଉଁମା...
ଯେଉଁମାନେ ହୃଦୟରୁ...
ଯେଉଁମାନେ...
“
ଯେଉଁମାନେ ହୃଦୟରୁ ମିଠା କଥା କହି ଦାନ ଧର୍ମ କରୁଥିବେ, ଜ୍ଞାନୀ ହୋଇ ନମ୍ରତା ଆଚରଣ କରୁଥିବେ, ଧନବନ୍ତ ହୋଇ କାମନା ବାସନା ପ୍ରତି ଆଶା ରଖୁ ନ ଥିବେ, ବୀର ହୋଇ ପରାଜିତ ଶତ୍ରୁ ପ୍ରତି କ୍ଷମା ଆଚରଣ କରୁଥିବେ, ଏହିପରି ଲୋକମାନେ ଭକ୍ତି ଓ ସ୍ନେହ ଶ୍ରଦ୍ଧା ଲାଭ କରିଥାନ୍ତି l
ଜୟ ଜଗନ୍ନାଥ 💞🙏
”
19
More oriya quote from Pranati Jena
Download StoryMirror App