STORYMIRROR
ଜୀବନରେ...
ଜୀବନରେ ଅତୀତରେ...
ଜୀବନରେ...
“
ଜୀବନରେ ଅତୀତରେ ବିତିଯାଇଥିବା ସୁନ୍ଦର ସମୟ ଫେରି ଆସେ ନାହିଁ ସତ,କିନ୍ତୁ ସୁନ୍ଦର ଲୋକଙ୍କ ସୁନ୍ଦର ସମ୍ପର୍କ ଏବଂ ହଜି ଯାଇଥିବା ସ୍ମୃତି ସବୁଦିନ ପାଇଁ ହୃଦୟରେ ଛାପ ହୋଇ ନିଶ୍ଚୟ ରହିଥାଏ l
କୌଣସି ମହତ କାର୍ଯ୍ୟରେ କେବେ ବି ହାର ମାନନ୍ତୁ ନାହିଁ କାହିଁକିନା ପ୍ରତ୍ୟେକ ମହତ କାର୍ଯ୍ୟ ପ୍ରଥମେ ଅସମ୍ଭବ ଜଣା ପଡିଥାଏ l
ଜୟ ଜଗନ୍ନାଥ 🙏
”
30
More oriya quote from Pranati Jena
Download StoryMirror App