STORYMIRROR
ଯେମିତି କର୍ମ...
ଯେମିତି କର୍ମ...
ଯେମିତି...
“
ଯେମିତି କର୍ମ ସେମିତି ଫଳ
ପିତାମାତା ଙ୍କ ଠାରୁ ପିଲାବେଳେ ପାଇଥିବା ଅଯାଚିତ ସ୍ନେହଶ୍ରଦ୍ଧା ଭଲ ପାଇବା ତକ ବଡହେଲା ପରେ ଠିକ ସେଇପରି ଅଯାଚିତ ଭାବେ ବା ଅକୁଣ୍ଠିତ ଭାବେ ହୃଦୟରୁ ସେଇ ପିତାମାତା ଙ୍କୁ ଫେରେଇଦେବାକୁ ଚେଷ୍ଟା କରନ୍ତୁ ।ଦେଖିବେ ପିତାମାତା ଖୁସିହେବା ସହ ଈଶ୍ୱର ନିଶ୍ଚୟ ଖୁସି ହେବେ ।ଏବଂ ସମୟ ଆସିବ ନିଜେ କରିଥିବା ସେହି ଭଲକର୍ମ ର ଫଳ ନିଜ କୁ ନିଶ୍ଚୟ ମିଳିବ ।
”
158
More oriya quote from Kishore chandra Samal
Download StoryMirror App